OPSCରେ_୩୪୦_ପଦ_ପାଇଁ_ବିଜ୍ଞପ୍ତି

#OPSCରେ_୩୪୦_ପଦ_ପାଇଁ_ବିଜ୍ଞପ୍ତି-ଓଡ଼ିଶା ଲୋକସେବା ଆୟୋଗରେ ୩୪୦ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ-୯ରୁ ୩୦ ନଭେମ୍ବର ମଧ୍ୟରେ ଛାତ୍ରଛାତ୍ରୀ କରିପାରିବେ ଆବେଦନ-ଗୃହ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦ ପାଇଁ ବିଜ୍ଞପ୍ତି-୩୪୦ ପଦ ମଧ୍ୟରୁ ୧୧୪ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ-୧୪୪ଟି ପଦବୀ ଅସଂରକ୍ଷିତ ରହିଥିବା ବେଳେ ଏହା ମଧ୍ୟରେ ୪୮ ମହିଳା-ସ୍ନାତକ ଡିଗ୍ରୀଧାରୀ ଛାତ୍ରଛାତ୍ରୀ ଏହି ପଦବୀ ପାଇଁ ଆବେଦନ କରିପାରିବେ-ଆବେଦନକାରୀ ଛାତ୍ରଛାତ୍ରୀଙ୍କ ବୟସ ୨୧ରୁ ୪୨ ମଧ୍ୟରେ ରହିବା ଆବଶ୍ୟକ

Leave a Reply

Your email address will not be published. Required fields are marked *