ସରକାରୀ_ଟଙ୍କା_ଚଳୁ_କରି_ସରପଞ୍ଚ_ଗିରଫ

#ସରକାରୀ_ଟଙ୍କା_ଚଳୁ_କରି_ସରପଞ୍ଚ_ଗିରଫ
-ପାରାଦୀପ କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତର ସରପଞ୍ଚ ଗିରଫ
-ସରପଞ୍ଚ ସରୋଜିନୀ ନାୟକଙ୍କୁ ଗିରଫ କଲା କୁଜଙ୍ଗ ପୋଲିସ
-ପୂର୍ବରୁ PEO ରଘୁନାଥ ଚମ୍ପିଆ ଗିରଫ ହୋଇଥିଲେ
-୪୬.୮୬ ଲକ୍ଷ ସରକାରୀ ଟଙ୍କା ଆତ୍ମସାତ କରିଥିଲେ ପିଇଓ ଓ ସରପଞ୍ଚ
-ଅଡିଟ୍ ବେଳେ ଜଣାପଡିବା ପରେ କୁଜଙ୍ଗ ଥାନାରେ ହୋଇଥିଲା ଏତଲା

Leave a Reply

Your email address will not be published. Required fields are marked *