ବିଧାୟକ_ପ୍ରଶିକ୍ଷଣ_କାର୍ଯ୍ୟକ୍ରମରେ_ଉପରାଷ୍ଟ୍ରପତି

#ବିଧାୟକ_ପ୍ରଶିକ୍ଷଣ_କାର୍ଯ୍ୟକ୍ରମରେ_ଉପରାଷ୍ଟ୍ରପତି
-ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟନ କଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍
-ଓଡ଼ିଆରେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ଉପରାଷ୍ଟ୍ରପତି
-ସମସ୍ତ ବିଧାୟକ ଓ ସାଂସଦଙ୍କୁ ଅଭିବାଦନ ଜଣାଇଲେ ଉପରାଷ୍ଟ୍ରପତି
-ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ
-ଜଗନ୍ନାଥଙ୍କ ମାଟିରେ ଛିଡାହେବା ମୋ ପାଇଁ ଅତ୍ୟନ୍ତ ଗବର୍ର ବିଷୟ
-କ୍ଷମତା ସହିତ ଦାୟିତ୍ବ ମିଳିଥାଏ, ଏହାକୁ ନେଇ ବିଧାୟକ ଆଗକୁ ବଢିବା ଉଚିତ
-ଚଳିତ ଥର ବିଧାନସଭାକୁ ୮୨ ପ୍ରଥମ ଥର ନିର୍ବାଚିତ ବିଧାୟକ ଆସିଛନ୍ତି
-ଏହା ଯୁବ ଓ ଅଭିଜ୍ଞତାର ଏକ ପ୍ରକୃଷ୍ଟ ମିଶ୍ରଣ କହିଲେ ଉପରାଷ୍ଟ୍ରପତି
-ନିଜ ନିର୍ବାଚନମଣ୍ଡଳୀରେ ଭୋଟରଙ୍କ ବିଶ୍ବାସ ଭାଜନ ହେବାକୁ ପରାମର୍ଶ
-ଅଭିଭାଷଣରେ ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ଉପରାଷ୍ଟ୍ରପତି
-ତାମିଲ ନେତା କେ. କାମରାଜଙ୍କ ସହ ବିଜୁ ପଟ୍ଟନାୟକଙ୍କ ତୁଳନା କଲେ
-ଉଭୟ ନେତା ନିଜ ନିଜ ରାଜ୍ୟରେ ବଳିଷ୍ଠ ନେତୃତ୍ବର ଉଦାହରଣ
-ଦେଶକୁ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ
-ଜଣେ ମହିଳାଙ୍କୁ ବାଚସ୍ପତି ନିର୍ବାଚିତ କରିଥିବାରୁ ସମସ୍ତ ବିଧାୟକଙ୍କୁ ଧନ୍ୟବାଦ
-ଗୃହକାର୍ଯ୍ୟକୁ ହାଲୁକା ଭାବେ ନ ନେବାକୁ ସମସ୍ତ ବିଧାୟକଙ୍କୁ ପରାମର୍ଶ
-ବିଭିନ୍ନ ଷ୍ଟାଣ୍ଡିଂ କମିଟିରେ ଅଂଶଗ୍ରହଣ କରିବାକୁ ପରାମର୍ଶ

Leave a Reply

Your email address will not be published. Required fields are marked *