ମଠକାଙ୍କୁଡା ଠାରେ ଭାଗବତ ସପ୍ତାହର ବିଧି ପାଳିତ

ଆଜି ଭାଗବତ ଅତିବଡି ଜଗନ୍ନାଥ ଦାସଙ୍କ ପବିତ୍ର ପାଦୁକା ପୀଠ ତଥା ରାଧା ଗୋବିନ୍ଦଙ୍କ ବିଜେ ସ୍ଥଳୀ ମଠକାଙ୍କୁଡ଼ା ଠାରେ ଭାଗବତ ସପ୍ତାହର ପ୍ରଥମ ବିଶ୍ରାମ ଯଥା ବିଧି ପାଳିତ ହୋଇଛି ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ ଏବଂ ବକ୍ତା ଶ୍ରୀଯୁକ୍ତ ଅମରେନ୍ଦ୍ର ନାୟକ ଓ ସଂଗିତ ଗୁରୁ ନିଳାମ୍ବର ତ୍ରିପାଠୀ ଏବଂ ଭ୍ରମରବର ପ୍ରଧାନ । ପ୍ରମୁଖ ଯୋଗଦେଇ ଭାଗବତର ସୃଷ୍ଟି ତତ୍ତ୍ଵର ବିଷଦ ଆଲୋଚନା କରିଥିଲେ ଗୁରୁ ଶ୍ରୀ ଯୁକ୍ତ ଅନନ୍ତ ଚରଣ ବେହେରା ଙ୍କ ନିର୍ଦ୍ଦେଶନାରେ ଋଷି ସମିକ , ଶୃଙ୍ଗି , ଓ ରାଜା ପରିକ୍ଷିତ ଙ୍କ ଚରିତ ଲୀଳା ମାଧ୍ୟମରେ ପଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ମଠ କାଙ୍କୁଡା ର ସମସ୍ତ ଗ୍ରାମବାସୀ ଙ୍କ ସହଯୋଗରେ ହୋଇସାରିଛି l

Leave a Reply

Your email address will not be published. Required fields are marked *