ଆୟୁଷ୍ମାନରେ_୨୫_ଲକ୍ଷରୁ_ଊର୍ଦ୍ଧ୍ବ_ଚିକିତ୍ସିତ
#ଆୟୁଷ୍ମାନରେ_୨୫_ଲକ୍ଷରୁ_ଊର୍ଦ୍ଧ୍ବ_ଚିକିତ୍ସିତ: #ମନ୍ତ୍ରୀ-ଆୟୁଷ୍ମାନ ଯୋଜନାରେ ଓଡ଼ିଶାରେ ରୋଗୀ ଚିକିତ୍ସା ନେଇ ମନ୍ତ୍ରୀଙ୍କ ଉତ୍ତର-ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଲିଖିତ ଉତ୍ତର-ଅଢ଼େଇ ବର୍ଷରେ ଆୟୁଷ୍ମାନ କାର୍ଡରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କ ଚିକିତ୍ସା-ଏଥିପାଇଁ ଖର୍ଚ୍ଚ ହୋଇଛି ୬,୮୭୭ କୋଟି ଟଙ୍କା- ମୁକେଶ ମହାଲିଙ୍ଗ-୧୧ ଏପ୍ରିଲ ୨୦୨୫ରୁ ୧୯ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି-ସେହିପରି ଓଡ଼ିଶା ବାହାରେ ମଧ୍ୟ ୨ ଲକ୍ଷ ରୋଗୀଙ୍କ ହୋଇଛି ଚିକିତ୍ସା-ଓଡ଼ିଶା ବାହାରେ ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୬୫୬ କୋଟି ଟଙ୍କା-ସ୍ୱାସ୍ଥ୍ୟ କାର୍ଡ ଚିକିତ୍ସାରେ କଟକ ଆଗରେ, ଦ୍ୱିତୀୟରେ ରହିଛି ଗଞ୍ଜାମ l
