ଘସିପୁରା ସ୍ଥିତ ମଁl ମଙ୍ଗଳା ସମ୍ବିଳନୀ କକ୍ଷରେ ଯୁବ ରେଡକ୍ରସ୍ ପରିବାର ତରଫରୁ ସମ୍ବର୍ଦ୍ଧନା ଉତ୍ସବ

ଆନନ୍ଦପୁର , ଯୁବରେଡକ୍ରସ୍ ପରିବାର ର କେତକ ପ୍ରିଉଜନଙ୍କୁ ନେଇ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ର ମଙ୍ଗଳା ଯୁବରେଡକ୍ର ସ ର ମାର୍ଗଦର୍ଶିକା ଗୀତାଞ୍ଜଳି ମିଶ୍ର ଙ୍କ ସରକାରୀ ଚାକିରି ରୁ ଅବସର ଉପଲକ୍ଷେ ଏକ ସସ୍ରଦ୍ଧ ସମ୍ବର୍ଦ୍ଧନା ଉତ୍ସବ ଘଷିପୁରା ସ୍ଥିତ ମା ମଙ୍ଗଳା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି lଉକ୍ତ ସଭା ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ପ୍ରାକ୍ତନ ଯୁବ ରେଡକ୍ରସ୍ ମାର୍ଗଦର୍ଶକ ଡକ୍ଟର କୁଳମଣି ପ୍ରଧାନ ଙ୍କ ସଭପତିତ୍ୟରେ ଅନୁଷ୍ଠିତ ହୋଇଥିଲାB.N. ସଂସ୍କୃତ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷା ଇନ୍ଦିରା ଶୁଭଦର୍ଶୀ ନି ଦେବବନ୍ଦିତ ଚକ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେକେନ୍ଦୁଝର ଜୁବରେଡକ୍ରସ୍ ର ପ୍ରିୟଜନ ସର୍ବଶ୍ରୀ ସୁରେଶ ଆଚାର୍ଯ୍ୟ,ପ୍ରଫୁଲ୍ଲ କୁମାର ପଣ୍ଡା,ନିହାର ରଞ୍ଜନ ସାମଲ,ହିମାଂଶୁ ଶେଖର ମହାନ୍ତ,ସନ୍ତୋଷ କୁମାର ସେନା ପତି,ନରେନ୍ଦ୍ର ଶତପଥୀ,ମହେଶ୍ୱର ପାତ୍ର,ଜଗବନ୍ଧୁ ଜେନା,ରିତା ଚାତରା,ବିଶ୍ବରଂଜନ ଜେନା ଓ ସନ୍ଦୀପ କୁମାର ମହାନ୍ତ ସମେତ ଯୁବ୍ରେଡକ୍ର ସ ର ସମସ୍ତ ସ୍ବେଚ୍ଛାସେବୀ ପଦ୍ମିନୀ ରାଉତ,ସୃତି ପ୍ରଜ୍ଞା ଜେନା,ସୋମାଦେବୀ,ତେଜସ୍ୱନି ମହାନ୍ତ,ସଞ୍ଜୟ କୁମାର ଜେନା, ସୌରଭ ବେହେରା, ଶ୍ରବଣ କୁମାର ଯୋଗ ଦେଇ ଶ୍ରୀମତୀ ଗୀତାଞ୍ଜଳି ମିଶ୍ର ଙ୍କ ଅବସର କାଳୀନ ସମୟ ସୁଖ,ଶାନ୍ତି ଓ ନିରୋଗ ରେ ଅତି ବାହିତ ହେଉ ବୋଲି ଜଗତ ର ନାଥ ଜଗନ୍ନାଥ ଓ ସଙ୍କଟ ହାରିଣୀ ମାଆ ତାରିଣୀ ଙ୍କ ନିକଟ ରେ ପ୍ରାର୍ଥନା କରିଥିଲେ.

Leave a Reply

Your email address will not be published. Required fields are marked *