ସାମ୍ବାଦିକ ଙ୍କ ପିତୣବିୟୋଗରେ ସୣତିଚାରଣ ସଭା।
ରଘୁନାଥପୁର ତା ୨୮/୧୧:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଗନ୍ନାଥପୁର ବାଗସାହି ଗ୍ରାମର ବରିଷ୍ଠ ସାମ୍ବାଦିକ କଲ୍ୟାଣ ସେନ ଙ୍କ ପିତୣ ଦେବ ରବିନ୍ଦ୍ର ନାଥ ସୁ ଙ୍କ ବିୟୋଗ ରେ ଏକାଦଶାହ ଉପଲକ୍ଷେ ଗୁରୁବାର ବାଗସାହିସ୍ଥିତ ବାସଭବନରେ ଏକ ସୣତିଚାରଣ ସଭାଅନୁଷ୍ଟିତ ହୋଇଯାଇଛି।ଏଥିରେ ବିଜେପି ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରା,ସାଂସଦ ପ୍ରତିନିଧି ଗଗନ ଚନ୍ଦ୍ର ଦାଶ,ବରିଷ୍ଠ ଶିଶୁବିଷେଜ୍ଞ ଡା.ରାଜକିଶୋର ବରାଳ,ଚିକିଣିଆ ସରପଞ୍ଚ ବିଷ୍ଣୁଚରଣ ସେଠି,ଯୁବନେତା ସରୋଜକାନ୍ତ ସ୍ଵାଇଁ,ବିଜେପି ନେତା ଅଶୋକ ମହାରଣା,ସୁକାନ୍ତ କୁମାର ସ୍ବାଇଁ, ଗଣେଶ୍ବର ସାହୁ,ମଣ୍ଡଳ ସଭାପତି ସ୍ଵରାଜ ସାମଲ,ବନୋଜ ନାୟକ,ଯୁବନେତା ବଳରାମ ଦଳାଇ,ପ୍ରକାଶ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ଵର୍ଗତ ସୁ ଙ୍କ ସୣତିଚାରଣ କରିଥିଲେ।ଏଥିରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ।
