ପୁଣି ଶ୍ରୀମନ୍ଦିର ନିଶିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍।

ପୁଣି ଶ୍ରୀମନ୍ଦିର ନିଶିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍।ଶ୍ରୀମନ୍ଦିର ନୀଳଚକ୍ର ଉପରେ ମାରିଲା ପଇଁତରା ।ନୀଳଚକ୍ର ଠାରୁ ସିଂହଦ୍ଵାର,ପୁଣି ସିଂହଦ୍ଵାର ଠାରୁ ଉତ୍ତରଦ୍ୱାର ପର୍ଯ୍ୟନ୍ତ ପରିକ୍ରମା ମାର୍ଗ ଉପରି ଭାଗରେ ପ୍ରାୟ 15 ମିନିଟ କାଳ ପଇଁତରା ମାରିବା ଦେଖାଦେଇଛି ।କେଉଁଠାରୁ ଡ୍ରୋନ ଅପରେଟ ହେଉଛି,କିଏ ଅପରେଟ୍ ହୋଇଛି,ଯାଞ୍ଚ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *