ଲଗାଣ ବର୍ଷାରେ ଦଣ୍ଡାଧାର ଗୋଟିଏ ଗେଟ ଖୋଲିଲା

କାମାକ୍ଷାନଗର,-କାମାକ୍ଷାନଗର ଉପଖଣ୍ଡ ର ବୁଦ୍ଧିବିଲ ପଞ୍ଚାୟତର ରାମିଆଳ ଜଳସେଚନ ବିଭାଗ ର ଦଣ୍ଡାଧାର ଜଳ ଭଣ୍ଡାର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ସୋମବାର ରାତି ୮ ଟାରେ ଗୋଟିଏ ଗେଟ ଖୋଲାଯାଇଛି l ଲଘୁଚାପ ଜନିତ ବର୍ଷା ଯୋଗୁଁ ଦଣ୍ଡାଧାର ଜଳ ଭଣ୍ଡାର ଉପର ମୁଣ୍ଡରେ ବର୍ଷା ହେବାରୁ ଜଳ ଭଣ୍ଡାର ରେ ବିପଦ ସଂକେତ ୧0୯, ୭୩ ରହିଥିବା ବେଳେ ଜଳସ୍ତର ରେ ବୃଦ୍ଧି ଘଟି ୧0୯ ମିଟର କୁ ଛୁଇଁ ଥିଲା l ଫଳରେ ରାତି ୮ ଟାରେ ଗୋଟିଏ ଗେଟ ମାଧ୍ୟମରେ ଉଦବୃତ୍ତ ଜଳ କୁ ନିଷ୍କାସନ କରିବାର ବ୍ୟବସ୍ଥା କରାଯାଇଛି l

Leave a Reply

Your email address will not be published. Required fields are marked *