ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମରେ ଏକ ବୈଠକ ଅନୁଷ୍ଠିତ ହୋଇଛି l

ଚଳିତ ୧୫ ତାରିଖରେ ରାଜ୍ୟ ବିଜେପି ସରକାର ବିରୋଧରେ ଆନ୍ଦୋଳନ ପ୍ରସ୍ତୁତି ନେଇ ଆଲେଚନା ହୋଇଥଲା l କାର୍ଯ୍ୟକ୍ରମରେ ଜି ଉଦୟ ଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ, ଗଞ୍ଜାମ ପୂର୍ବ ସଭାପତି ଦୀପକ ପଟନାୟକ, Observer ବୁଲୁ ପ୍ରଧାନ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ରଶ୍ମି ରଞ୍ଜନ ପଟନାୟକ, ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ସାକା ସୁଜିତ୍, ଛତ୍ରପୁର ବିଧାୟକ ପ୍ରାର୍ଥୀ ଭାଗିରଥି ବେହେରା, ଗୋପାଳପୁର ବିଧାୟକ ପ୍ରାର୍ଥୀ ଶ୍ୟାମ ସୁନ୍ଦର ସାହୁ, ଗଂଜାମ ଜିଲ୍ଲା ଯୁବ କଂଗ୍ରେସ ପୁର୍ବତନ ସଭାପତି ବିକାଶ ନାୟକ, ବ୍ରହ୍ମପୁର ଯୁବ କଂଗ୍ରେସ ପୂର୍ବତନ ସଭାପତି ତତ୍ସତ୍ ସୁବୁଦ୍ଧି, ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ଆବାହକ ରୁଦ୍ର ପ୍ରାସାଦ ଖଟୁଆ ସମେତ ବରିଷ୍ଟ କଂଗ୍ରେସ ନେତା ମହେଶ୍ୱର ପାତ୍ର ସହ କଂଗ୍ରେସର ବହୁ ନେତା କର୍ମୀ ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *