ଭାରତୀୟ ରେଲୱେ ମାଲ ଗୋଦାମ ଶ୍ରମିକ ସଙ୍ଘ ତରଫରୁ ଏକ ଦିବସୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ହୋଟେଲ କଲ୍ୟାଣୀ ଠାରେ ଅନୁଷ୍ଠିତ

Date:- 25/08/2025Place:- bhadrak Anchore:- ଭଦ୍ରକ ଡାହାଣି ଗଡୀଆ ର ହୋଟେଲ କଲ୍ୟାଣୀ ରେ *ଏକ ଦିବସୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ* ଭାରତୀୟ ରେଲୱେ ମାଲ ଗୋଦାମ ଶ୍ରମିକ ସଙ୍ଘ ପକ୍ଷ ରୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ସଙ୍ଘ ର ସମସ୍ତ ସଦସ୍ୟ ମାନଙ୍କୁ ଫୁଲ ଗୁଛ ଉତ୍ତରୀ ଦେଇ ସ୍ବାଗତ କରାଯାଇଥିଲା। ଅବଦୁଲ ଆରଫିନ ମଞ ପରିଚାଳିତ କରିଥିଲେ। ଶ୍ରମିକ ମାନଙ୍କ ଉନ୍ନତି ବିଷୟରେ ଆଲୋକପାତ କରିଥିଲେ। ଶ୍ରମିକ ମାନେ କିପରି ଭାବେ ପ୍ରତିପୋଷଣ କରିପାରିବେ। କେନ୍ଦ୍ର ରୁ କିପରି ସାହାଯ୍ୟ ପାଇଁ ପାରିବେ ସମସ୍ତ ବିଷୟ ରେ ପରାମର୍ଶ ଦେଇ ଥିଲେ। ଏ ମଞ ରେ ଖୋର୍ଦ୍ଧା ର ସଭାପତି ବିଭିନ୍ନ ଜିଲ୍ଲାରୁ ଆସିଥିବା ସଭାପତି ମାନଙ୍କୁ ମାନ ପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପ୍ରଶାନ୍ତ କୁମାର ଜେନା,ଅମିୟ କୁମାର ସ୍ବାଇଁ, ସୁବାଷ ଚନ୍ଦ୍ର ଦାସ, ହିମାଂଶୁ ଶେଖର ଜେନା, ନରେନ୍ଦ୍ର ମଲ୍ଲିକ, ବିକାଶ ଲେଙ୍କା,ମଜିବୁର ରହେମାନ, ସୁଶାନ୍ତ କୁମାର ଜେନା,ଏସ ଏକ ସଫିବୁର, ବହୁ ସଂଖ୍ୟା ରେ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ,।

Leave a Reply

Your email address will not be published. Required fields are marked *