ସଂକୁଳ ସ୍ମରୀୟ ଖେଳକୁଦ ସମାରୋହ ସରସ୍ବତୀ ଶିଶୁ ମନ୍ଦିର ପୁରୁଣା ବଜାର ଠାରେ ଅନୁଷ୍ଠିତ ହୋଇଯାଇଛି।
ସଂକୁଳ ସୁରୀୟ ଖେଳକୁଦ ସମାରୋହ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର, ପୁରୁଣାବଜାର ଭଦ୍ରକ ଆନୁକୂଲ୍ୟରେ ସ୍ଥାନୀୟ ମହାବୀର ପଡ଼ିଆରେ ଆନୁଷ୍ଠାନିକଭାବେ ଉଦ୍ ଯାପିତ ହୋଇଯାଇଛି ଭକ୍ତ କାର୍ଯ୍ୟକ୍ରମକୁ ASP ସମ୍ମାନନୀୟ ଶ୍ରୀଯୁକ୍ତ ଅଂଶୁମାନ ଦ୍ବିବେଦୀ,ପୂର୍ବଛାତ୍ର ସ.ଶି.ବି.ମ ମହାନଦୀ ବିହାର କଟକ ଉଦ୍ଘାଟନ କରିଥିଲେ। ସେ ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇ କହିଥିଲେ କି – ତାହା ବଡ଼କଥା ନୁହେଁ, ସମସ୍ତେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ବଡ଼କଥା । ଶିଶୁ ମନ୍ଦିରର ଶିଶୁ ସମାଜକୁ ଶୃଙ୍ଖଳାର । ଏହି କଥା ସେ ତାଙ୍କ ବାର୍ତ୍ତା ରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସଭାପତି ମାନ୍ୟ ଶ୍ରୀଯୁକ୍ତ ବିଜୟ କୁ କୋଷାଧ୍ୟକ୍ଷା ମାନନୀୟ ଶ୍ରୀମତୀ ଶକୁନ୍ତଳା ଦାସ, ସଂକୁଳ ସଂଯୋଜକ ଶ୍ରୀ ଭାରବତ ପ୍ରସାଦ ମହାଳିକ, ସହ ସଂଯୋଯକ ଶ୍ରୀପଢିଆରୀ, ସଂକୁଳପ୍ରମୁଖ ଶ୍ରୀ ପଦ୍ମନାର ମଲ୍ଲିକ, ସଭ୍ୟ ଶ୍ରୀ ପ୍ରଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଜକିଶୋର ଦାସ,ଧନ୍ୟବାଦ ଅର୍ପଣ କରିଥିଲେ ।ଭଦ୍ର କ୍ରୀଡ଼ା ପ୍ରତିଯୋଗିତାର ସମସ୍ତ ବର୍ଗରୁ ପ୍ରାୟ ୧୮୨ଜଣ ପ୍ରତିଯୋଗି ବିଭିନ୍ନ Event କରିଥିଲେ । ସଂକୁଳ ଅନ୍ତର୍ଗତ ସମସ୍ତ ପ୍ରଧାନ ଆଚାର୍ଯ୍ୟ, ଦାୟିତ୍ୱରେ ଆସିଥିବା ଗୁରୁଜୀ, ଗୁରୁମା, ପ୍ରାନୀୟ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ପୂର୍ଣ୍ଣ ସହଯୋଗ କରିଥିଲେ । ଉବୁ କ୍ରୀ ସଂକୁଳର କ୍ରୀଡ଼ା ଆଚାର୍ଯ୍ୟ ମାନ୍ୟ ଶ୍ରୀଯୁକ୍ତ ଅକ୍ଷୟ କୁମାର ନାୟକ ଓ ସହ କ୍ରୀଡ଼ା ପ୍ରମୁଖ ମାନ୍ୟ ଶ୍ରୀଯୁକ୍ତ ରାଜେନ୍ଦ୍ର ରାଜ କରିଥିଲେ । ପୋଲିସ ପ୍ରଶାସନ, ଅଭିଭାବକ, ଅଭିଭାବିକା, ମାତୃଭାରତୀ ସଂଗଠନର ମା’ ମାନଙ୍କ ସହଯୋଗରେ ହୋଇଥିଲା ।
