ସାତ ବର୍ଷ ର ନାବାଳିକାକୁ ଅସଦାଚରଣ କରି ବନ୍ଧା ହେଲେ ଯୁବକ


ଭଦ୍ରକ -ସରକାର ବେଟି ବଚାଓ ବଢ଼ାଓ ଭଳି ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲା ବେଳେ କିଛି ଅସମାଜିକ ବ୍ୟକ୍ତି ଅମାନୁଷିକ କାର୍ଯ୍ୟ କରି ଦେଶର ନିର୍ଭୟାଘଟଣା ଭଳି କାଣ୍ଡ କରି ନାବାଳିକା ଓ ମହିଳା ମାନଂକୁ ଭୟ ର ବାତାବରଣ ସୃଷ୍ଟି କରୁଛନ୍ତି, ସେମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିନଗର ଅଂଚଳ ରେଗତ ଶନିବାର ଦିନ ୧୧ ଘଟିକା ସମୟରେ ୭ 7ବର୍ଷୀୟ ନାବାଳିକା ଜଣକ ଗାଧୋଇ ଥିବା ବେଳେ, ସେହି ବ୍ଲକ ଅନ୍ତର୍ଗତ ଚକ ଅଂଚଳ ର ସେକ ମୌସୁଦ ନାମକ ୩୦ ବର୍ଷୀୟ ଯୁବକ ପାଣି ପିଇବା ବାହାନା ରେ ପାଣି ପିଇବା ସହିତ ଛୋଟ ଝିଅଟି ସହିତ ଅସଦାଚରଣ କରିଥିଲା, ପିଲାଟି ପାଟିକରିବାରୁ ତାର ମା ଯାଇ ଦେଖିଲା ବେଳକୁ ଅଭିଯୁକ୍ତ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ କାବୁ କରି ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବାସୁଦେବପୁର ପୋଲିସ ଅଭିଯୁକ୍ତ ଥାନାକୁ ଧରିକି ଆଣିବା ସହିତ ଘଟଣା ର ଅନୁସନ୍ଧାନ କରି କେଶ ନମ୍ବର ୩୦୦/୨୧ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି, ଝିଅ ଟିର ବାପା ଦିନ ଦ୍ୱିପ୍ରହରେ ଝିଅ ପ୍ରତି ଘଟଣା ରେ ସମ୍ପୂର୍ଣ ଭାଙ୍ଗି ପଡିବା ସହିତ ପୋଲିସ କୁ ନ୍ୟାୟ ପାଇଁ ଦାବି କରିଛନ୍ତି, ବାସୁଦେବପୁର ବଜରଙ୍ଗ ଦଳ ପୀଡିତାର ବାପା ଓ ମା ଙ୍କୁ ଭେଟିବା ସହିତ ପୋଲିସକୁ ଘଟଣା ରେ ନିରେପେକ୍ଷ ତଦନ୍ତ କରି ଦୋଷୀ କୁ ଦଣ୍ଡ ପ୍ରଦାନ କରିବାକୁ ଦାବି କରିଛନ୍ତି।

ରିପୋର୍ଟ-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *