ସଙ୍ଘଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ନିଆରା କାର୍ଯ୍ୟକ୍ରମ
ପୁରୀ ୩୦/୧୧ସଙ୍ଘଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ନିଆରା କାର୍ଯ୍ୟକ୍ରମ କରାଯାଇଛି, (ଦରକାର ହେଲେ ନିଅ )ବିଭିନ୍ନ ପୁରୁଣା ବସ୍ତ୍ର ସହ ଶୀତ ବସ୍ତ୍ର ଏବଂ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପ୍ରଯ୍ୟନ୍ତ ସମସ୍ତ ଙ୍କ ପାଇଁ ପୁରୀ ପେଣ୍ଠକଟା ବସ୍ତି ରେ ଯୋଗାଇ ଦିଆ ଯାଇଛି, ନିର୍ଦ୍ଧେସିକା ଅରୁଣିମା ନନ୍ଦ, ସମ୍ପାଦିକା ପଦ୍ମିନୀ ବେହେରା, ଲିଳିତା ପାତ୍ର, ତୁଳସୀ ପ୍ରଧାନ, ପିଙ୍କି ମଲ୍ଲିକ, ଶୁଭ ବେଜ, ଗୌରାଙ୍ଗ ସାହା, ଛବି ମହାରଣା, ଶର୍ମିଳା ମହାରଣା ପ୍ରମୁଖ ଉପସ୍ଥିତ ରହି ବସ୍ତ୍ର କୁ ସୁଚାରୁ ରୂପେ ବଣ୍ଟନ କରିଥିଲେ
