ଦାଦନ ଖଟିବାକୁ ଯାଇ ଯୁବକ ଙ୍କ ମୃତ୍ୟୁ ।
କନ୍ଧମାଳ , କତିଂଗିଆ ଗ୍ରାମର ଶିବ ପ୍ରଧାନ ୩୫ ବର୍ଷ ର ଯୁବକ କେରଳର ଏର୍ଣ୍ଣାକୁଲମ ସହରରେ ଦାଦନ କାମ କରି ନିଜର ଜୀବନ ଜୀବିକା ପାଇ ଭିଟାମାଟି ଛାଡି ବହୁତ ଦିନ ହେଲା କାମ କରୁଥିଲେ। ଦୁଖର ବିଷୟ ଏହ।ଯେ ସେ ରାତିରେ ଫ୍ୟାଟ୍ରୀ କାମସ।ରି ନିଜ ବସାକୁ ଫେରୁଥିବା ସମୟରେ ର୍ଦୂଘଟଣାର ସମୁଖିନ ହେ।ଇ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରବିବାର ଦିନ ମୃତୁ ବରଣ କଲେ। ଏହିଘଟଣା ଶୁଣୀବା ପରେ କନ୍ଧମାଳ ଜିଲ୍ଲା କୣଷୀ ଓ କୣଷକ ସୁରକ୍ଷା ପରିଷଦ ଦ୍ୱାରା ମଣ୍ଡାକିଆ ଗ୍ରାମପଞ୍ଚାୟତ କାଯ୍ୟାଳୟ ସମୁଖରେ ଆଠ ଦିନ ଧରି ବସିଥିବା ସଦସ୍ୟ ସଦସ୍ୟା ମାନେ ମୣତ ଚାଷିପୁଅ ଦାଦନ ଶ୍ରମୀକ ଶିବ ପ୍ରଧାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନଟ ନିରବ ପ୍ରାର୍ଥନା କରିଥିଲେ। ଏବଂ ଜିଲ୍ଲା ପାଳଙ୍କୁ ଅନୁରୋଧ କରିଥିଲେ ତାଙ୍କ ର ପାର୍ଥିବ ଶରୀରକୁ ତାଙ୍କ ର ଭିଟାମାଟୀକୁ ଆଣିବାପାଇଁ ନିବେଦନ କରିଥିଲେ। ରବିନ୍ଦ୍ର ପ୍ରଧାନ, ନରେସ ପ୍ରଧାନ, ଜାକଂର ପ୍ରଧାନ, ପିଲିମିନା ପ୍ରଧାନ, ମାଗ ପ୍ରଧାନ, ଗୁପୁଡି ପ୍ରଧାନ, ଲୁଲିତା ପ୍ରଧାନ,ଜୟନ୍ତୀ ପ୍ରଧାନ, ପନିମା ପ୍ରଧାନ, ସୁଜାତା ପ୍ରଧାନ, ମାନୀନି ପ୍ରଧାନ, ଇରାବତୀ ପ୍ରଧାନ, ସୁଭଦ୍ରା ପ୍ରଧାନ, ସୁବନ୍ତି ପ୍ରଧାନ, ଅନୁଷ୍ଠାନ କରିଥିଲେ ମହମ୍ମଦ ଜିଆଉଦ୍ଧିନ, କାଯ୍ୟକାରୀ ସଭାପତି, ସନାତନ ପ୍ରଧାନ, ଏବଂ କେ।ଷାଧ୍ୟକ୍ଷ ଵିପିନ ପ୍ରଧାନ, ତୣଣମୣଳ ସଂଗଠନ ର ସଭାପତି ବିଜୟ ପ୍ରଧାନ ଏଵଂ ଶିବରାମ ପ୍ରଧାନ ଧାରଣାକୁ ସୁଚାରୁରୂପେ ପରିଚାଳନା କରିଥିଲେ।
