ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକ ଗୁରୁତର
ପୁରୀ କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ବୋଟ୍ କମ୍ପ୍ଲେକ୍ସ ନିକଟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକ ଗୁରୁତର ହୋଇଛନ୍ତି। କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ କର୍ମଚାରୀ ମାନଙ୍କ ଦ୍ଵାରା ଉଦ୍ଧାର କରାଯାଇଛି ଗୋପ ମେଡ଼ିକାଲରେ ଭର୍ତି କରାଯାଇଛି। ଯୁବକ ଜଣଙ୍କ ନିମାପଡ଼ା କେରାଣ୍ଡିଆ ବନ୍ଧ ଗ୍ରାମର ବୋଲି ସୂଚନା ମିଳିଛି।
