ପୁରୀ ସଦରରେ ସିରିଜ୍ ଦୁର୍ଘଟଣା


ପୁରୀ ସଦରରେ ସିରିଜ୍ ଦୁର୍ଘଟଣା। ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ଚନ୍ଦନପୁର ସମଯାଜପୁର ଓଭରବ୍ରିଜ୍ ଉପରେ ସିରିଜ୍ ଦୁର୍ଘଟଣା। ବାଲିଗୋଡି ବୋଝେଇ ଟିପର୍ କୁ ଧକ୍କା ଦେଲା ମୋ ବସ୍। ମୋ ବସ୍ କୁ ଧକ୍କା ଦେଲା ଏକ ୱଇଙ୍ଗର୍। ଅନେକ ଆହତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଟ୍ରକ ଗାଡିଟିର no Od 02 w7917 ବାଲି ଟ୍ରକ ଟି ର ହଟାତ ବାମପଟ ପଛ ଟାୟାର ୨ଟି ପଂଚର ହୋଇଯିବାକୁ ଗାଡିଟି ହଟାତ ଅଟକି ଯାଇଥିଲ୍ଲା ତାପଛରେ ମୋବଶ ଦୃତ ରେ ଆସୁଥିବାରୁ ସେ ତାର ଭାର ସାମ୍ୟ ନରଖିପାରି ଟ୍ରକ ପଛକୁ ଧକା ଦେଇଥିଲ୍ଲା ଏବଂ ମୋବସ ପଛରେ ଆସୁଥିବା ୱେଙ୍ଗର ଟି ମଧ୍ୟ ଭାରସାମ୍ୟ ନ ରଖିପାରି ମୋବସ ଟି କୁ ଧକା ଦେଇଥିଲ୍ଲା, ସୂଚନା ମୁତାବକ ଯାହା ଜଣା ପଡିଛି, ପୁରୀ ଡାକ୍ତର ଖାନା ରେ -,13 ଜଣ, ସତ୍ୟବଡଦିରେ -6 ଜଣ, ଏବଂ ଭୁବନେଶ୍ୱର ରେ -3ଜଣ ବ୍ୟକ୍ତିଙ୍କୁ ଡାକ୍ତର ଖାନା କୁ ସ୍ଥାନଆନ୍ତରିତ କରାଯାଇଅଛି ବୋଲି ଯାହା ସୂଚନା ମିଳିଅଛି।

Leave a Reply

Your email address will not be published. Required fields are marked *