ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ର ରାହାଡ଼ ପୁର ଷ୍ଟୋନ କ୍ରସର ରେ ଦୁର୍ଘଟଣା

ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ର ରାହାଡ଼ ପୁର ଷ୍ଟୋନ କ୍ରସର ରେ ଦୁର୍ଘଟଣା, ଜଣେ ମୃତ ଓ ଜଣେ ଗୁରୁତର ଅବସ୍ଥା ରେ କଟକ ବଡ ଡାକ୍ତର ଖାନା ରେ ଭର୍ତ୍ତି.ଗଟଣା ମୁତାବକ ଗତ ରାତିରେ ଉକ୍ତ କ୍ରସର ର ନିକଟରେ ୨ ଜଣ ଯୁବକ କାମ କରୁଥିବାବେଳ ହଟାତ କ୍ରସର ର ଏକ ହୁଇଲ ଖୋଲି ଯାଇଥିଲା, ଏବଂ ହୁଇଲ ଟି ସିଧା ଲେବର ଦୁଇ ଜଣକ ଉପରେ ପଡିଥିଲା, ଫଳରେ ଜଣଙ୍କର ଘଟଣା ସ୍ଥଳେ ମୃତୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଗୋଟିଏ ହାତ କାଟି ଟି କଟକ ବଡ ଡାକ୍ତର ଖାନା ରେ ଚିକିତ୍ସା ରତ ଥିବା ପ୍ରାଥମିକ ଖବରରୁ ପ୍ରକାଶ, ଦୁଇ ଜଣକ ଘର କଲିକତା ବୋଲି ବିଶେଷ ସୂତ୍ର ରୁ ଜଣାପଡିଛି…ଯାଜପୁର

ଏସଡିପିଓ ସଞ୍ଜୟ ପଟନାୟକ,ଜେନାପୁର ଆଇଆଇସି, ଶୁଭେନ୍ଦୁ ସାହୁ, ବଡ଼ଚଣା ଆ ଇ ଆ ଇ ସି ସରୋଜ ପାତ୍ର, ଧର୍ମଶାଳା ଆ ଇ ଆ ଇ ସି ତପନ ନାୟକ ଓ ଅତିରିକ୍ତ ତହସିଲଦାର ବଗେସ କୁମାର ମାଝୀ ଉପସ୍ଥିତ ରହି ସବକୁ ଵେବଛେଦ କରିବା ପାଇଁ ବଡ଼ଚଣା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠେଇ ଥିଲେସ୍ଥାନୀୟ ଯୁବ ନେତା ସତୀଶ କୁମାର ବିଶ୍ୱାଳ ଘଟଣା ସ୍ଥଳେ ପହଂଚି ଲୋକମାନଙ୍କ ସହିତ ଶ୍ୱର ଉତ୍ତାଳନ କାରି ବା ସହିତ ମୃତ ପରିବାର ଭରଣ ପୋଷଣ ପାଇବା ପାଇଁ ଅନଶନ କରିଥିଲେ।ଏହା ପରେ ପ୍ରଶାସନ ଅଧିକାରୀ ଲୋକମାନଙ୍କୁ ପ୍ରତିଶ୍ରୁତି ଦେବାରୁ ଲୋକୋମାନେ ରାସ୍ତାରୁ ଉଠିଯାଇଥିଲେ ଏହା ପରେ ତଦନ୍ତ କୁ ଆଗକୁ ନେବା ପାଇଁ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *