ACCIDENT FORMAT
ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ- ବାଲିଆପାଳ ମୁଖ୍ଯ ରାସ୍ତା ର ପେଜଗଳା ବ୍ରିଜ ନିକଟରେ ସିରିଜ ଦୁର୍ଘଟଣା , 8 ଜଣ ଗୁରୁତର , ସୂଚନା ଅନୁଯାୟୀ ବାଲିଆପାଳ ଅଞ୍ଚଳର 2 ଜଣ ଲୋକ ରୋଗୀ ନେଇ କଟକ ରୁ କାର ରେ ଫେରୁଥିବା ବେଳେ ପେଜଗଳା ବ୍ରିଜ ନିକଟରେ ବିପରୀତ ଦିଗ ରୁ ବସ୍ତା ଷ୍ଟେସନ କୁ ଯାତ୍ରୀ ନେଇ ଯାଉଥିବା ଅଟୋ ସହ ମୁଂହାମୁଂହି ଧକ୍କା ହୋଇ ଥିଲା, ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ କାର ସହ ଜୋର ରେ ଧକ୍କା ଦେଇ ରାସ୍ତା ର ତଳକୁ ଖସି ପଡିଥିଲା, ଯାହା ଫଳରେ ଅଟୋ, କାର ଏବଂ ବାଇକ ସିରିଜ ଦୁର୍ଘଟଣା ରେ 8 ଜଣ ଗୁରୁତର ହୋଇଥିଲେ, ଗୁରୁତର ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲେଶ୍ବର ଏବଂ ବସ୍ତା ହସପିଟାଲ କୁ ପଠାଇଥିବା ବେଳେ ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି
