ପୁରୀ – ବାଲିଗୁଆଳି ଆଦୃତ ଶିଶୁ ସଦନରେ ଜଣେ ନାବାଳକ ଆଜି ଭୋର୍ ରୁ ଆତ୍ମହତ୍ୟା କରିଛନ୍ତି।ମୃତ ନାବାଳକ ହେଉଛନ୍ତି ଶାଶ୍ଵତ ରଞ୍ଜନ ମିଶ୍ର ।ମେରାଇନ ଥାନା ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।ଭୁବନେଶ୍ବରରେ ମାକୁ ହତ୍ୟା ଘଟଣାରେ ଶାଶ୍ଵତଙ୍କ ସହ ଆଉ ଜଣେ ଭାଇ ଜୁଭେନାଇଲ ମାମଲାରେ ଆଦୃତ ଶିଶୁ ସଦନରେ ରହୁଥିଲେ।ଏଠାରେ ଗୋଟିଏ ରୁମରେ ୪ ଜଣ ରହୁଥିଲେ । ଥାକ ଥାକ ହୋଇ ଥିବା ଉପର ବେଡ଼ରେ ବେକରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *