କଲେଜ ଛାତ୍ରୀଙ୍କ ବେକ ଘଟିବା ଘଟଣାରେ ଅଭିଯୁକ୍ତ ଗିରଫ
କଲେଜ ଛାତ୍ରୀଙ୍କ ବେକ କାଟିବା ଘଟଣାରେ, , ଅଭିଯୁକ୍ତକୁ ଗିରପ କଲା ଗୋପ ପୋଲିସ, ଅଭିଯୁକ୍ତ ଜଣଙ୍କ ଗୋପ ଥାନା ଅନ୍ତର୍ଗତ ମଲଗ୍ରାମର ମାୟାଧର ପଣ୍ଡା। ଶୁକ୍ରବାର ଦିନ ଯୁକ୍ତଦୁଇ ପରୀକ୍ଷା ଦେବାକୁ ଯାଉଥିବା ବେଳେ ନାଗପୁର ରାସ୍ତା ମୁଗୁରିଆ ଠାରେ ଛାତ୍ରୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା ଦୃବୁତ। ଗତ ଶୁକ୍ରବାର ଦିନ ଗୋପ କଲେଜକୁ +୨ ପରୀକ୍ଷା ଦେବାକୁ ଯାଉଥିବା ବେଳେ ନାଗପୁର ମୁଗୁରିଆ ଠାରେ ଛାତ୍ରୀଙ୍କ ବେକକୁ ବ୍ଲେଡରେ ଆକ୍ରମଣ କରି ଫେରାର ହୋଇଯାଇଥିଲା ଦୁର୍ବୁତ୍ତ।

ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗୋପ ମେଡିକାଲ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରଯାଇଥିଲା। ପୋଲିସ ବିଭିନ୍ନ ସି ସି ଟିଭି ଫୁଟେଜ ଯାଞ୍ଚ କରିବା ସହିତ ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରିଥିଲା ପୋଲିସ। ଅଭିଯୁକ୍ତ ନାଗପୁର ବଜାରରେ ଥିବାର ଖବର ପାଇଁ ଉଠାଇ ଆଣିଥିଲା ଗୋପ ପୋଲିସ।
