୨୨ ବର୍ଷ ପରେ ମହାସେନା କ୍ରିକେଟ ଟିମ ରେଂଘାଳ କପ ଚାମ୍ପିୟନ

୨୨ ବର୍ଷ ପରେ ମହାସେନା କ୍ରିକେଟ ଟିମ ରେଂଘାଳ କପ ଚାମ୍ପିୟନ l ଦୀର୍ଘ ୨୨ ବର୍ଷ ପ୍ରତୀକ୍ଷାର ଘଟିଛି ଅନ୍ତ | ବହୁ ବିପର୍ଯ୍ୟୟ ପରେ ମହାସେନା କ୍ରିକେଟ ଟିମ ପାଇଛି ସଫଳତା | ନୂତନ କୋଚ ଜ୍ଞାନରଞ୍ଜନ ଆଣି ଦେଇଛନ୍ତି ଖେଳାଳି ମାନଙ୍କ ମଧ୍ୟରେ ଉତ୍ସାହ ଏବଂ ଖେଳିବାର କୌଶଳ | ରେଂଘାଳ କୁ ରେଂଘାଳ ମାଟିରେ ଧରାଶାୟୀ କରି ମହାସେନା କ୍ରିକେଟ ଟିମ, ଶେଉଳସାହି କ୍ୟାପଟେନ ରଞ୍ଜନଙ୍କ ମାର୍ଗଦର୍ଶିକାରେ ହୋଇଛି ରେଂଘାଳ କପ ୨୦୨୬ ଚମ୍ପିୟାନ | ଏ ବିଷୟରେ କୋଚ ଜ୍ଞାନରଞ୍ଜନ କୁହନ୍ତି ଖେଳାଳିଙ୍କ ଭିତରେ ବହୁତ ପ୍ରତିଭା ଲୁକାୟିତ ହୋଇଅଛି ତାକୁ ଖୋଜି ପାଇ ମୁଁ କେବଳ ତାହାର ସଠିକ ଉପଯୋଗ କରିଥିଲି | ବିଜୟ ପରେ ରଞ୍ଜନଙ୍କ ନେତୃତ୍ୱରେ ମହାସେନା କ୍ରିକେଟ ଟିମ ୨୦୨୪ ଟି ୨୦ ବିଶ୍ୱକପ ବିଜୟର ନିଆରା ଉତ୍ସବ ପାଳିବା ସମ୍ପୂର୍ଣ୍ଣ ଅଂଚଳରେ ଆଲୋଚନର ମୁଖ୍ୟ ବିଷୟ ହୋଇଅଛି

Leave a Reply

Your email address will not be published. Required fields are marked *