ନଦୀରେ ଭାସି ଯାଇ ବୃଦ୍ଧାଙ୍କ ମୃତ୍ୟୁ
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ ମଢିଆଳି ଗ୍ରାମ ପଂଚାୟତ ରେ ଆଜି ଦିନ ପ୍ରାୟ 12 ଘଟିକା ସମୟରେ ମଡିଆଳି ଗ୍ରାମର ଫକୀର ମୋହନ ଦାଶ( 76)ବୈତରଣୀ ନଦୀକୁ ଗାଧୋଇ ବାକୁ ଯାଇଥିବା ସମୟରେ ଭାସିଯାଇଥିଲେ। ଏବଂ ଗ୍ରାମ ବାସିଙ୍କ ଦ୍ଵାର ଖୋଜା ଖୋଜି କରି କୋଣସି ସନ୍ଧାନ ମିଳିନଥିଲା। ପରେ ଭଣ୍ଡାରିପୋଖରୀ ଅଗ୍ନୀସମ ବିଭାଗ କୁ ଯୋଗାଯୋଗ କରାଯାଇଥିଲା ।ଏବଂ ଅଗ୍ନିଶମ ବିଭାଗ ଆସି ବହୁତ ଖୋଜ ଖୋଜି କରି ତାଙ୍କୁ ଉଦ୍ଧାର କରାଯାଇଥିଲା।ଏବଂ ତାଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀସ୍ୟସ୍ତ୍ୟ କେନ୍ଦ୍ରକୁ ପଠାଯାଇଥିଲା। ସେଠି ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା ଏବଂ ପୋଷ୍ଟବୋଟ ପାଇଁ ଭଦ୍ରକ ସ୍ଥାନାନ୍ତର କରାଯାଇଛି ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
