ଆନନ୍ଦପୁର ମହାବିଦ୍ୟାଳୟ ର 61 ତମ କ୍ରୀଡା ବାର୍ଷିକ ଉତ୍ସବ

ଉଦଯାପିତଆନନ୍ଦପୁର ମହାବିଦ୍ୟାଳୟ ରେ 61 ତମ କ୍ରୀଡା ବାର୍ଷିକ ଉତ୍ସବ କୁ ତା୧୯-୧୨-୨୦୨୪ ରିଖ ରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ. ତା ୨୦-୧୨-୨୦୨୪ ରିଖ ରେ ଏହି କ୍ରୀଡା ଉତ୍ସବ କୁ ମହାବିଦ୍ୟାଳୟର ଅଧକ୍ଷ ଡ଼କ୍ଟର ନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଉଦଯାପିତ କରିଛନ୍ତି.ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ପ୍ରଦୀପ କୁମାର ଧଳ ଶିବ ଚରଣ ବେହେରା,ନାରାୟଣ ଦାଶ, ରବୀନ୍ଦ୍ର କୁମାର ନାୟକ,ଡ଼କ୍ଟର ନିମାଇଁ ଚରଣ ରାଉତ,ମାୟାଧର ନାୟକ,ଡ଼କ୍ଟର ଦିବ୍ୟାଲୋଚନ ଭୂୟାଁ ଯୋଗ ଦେଇକ୍ରୀଡା କ୍ଷେତ୍ର ରେ କୃତକର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ତଥା ଚମ୍ପିୟାନ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ.ଏହି ଦୁଇ ଦିନ ରେ ଦୌଡ଼ ପ୍ରତିଯୋଗତା,ଯାଭେଲିନ ଥ୍ରୋ,ଡ଼ିସକସ ଥ୍ରୋ,ପୁଟିଂ ଦ ସଟ, ଉଚ ଡିଆ, ଲଙ୍ଗ ଜମ୍ପ , ମିଉଜିକ ଚେ ୟାର ଆଦି କ୍ରୀଡା କୁ ବେଲେଶ୍ୱର ଉଚମାଧ୍ୟମିକ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଆମୋଦ ଚନ୍ଦ୍ର ବିଶ୍ୱାଳ ପରିଚାଳନା କରିଥିଲେ.ସିଙ୍ଗ ମୁଣ୍ଡା ଅର୍ପିତା ପ୍ରିୟଦର୍ଶିନୀ ସାହୁ ସୁନାରାମ ଟୁଡୁ ସଚିନ କୁମାର ଟୁଡୁ ସୁନିତା ରାଣୀ ନାଥ ଚମ୍ପିୟାନ ବିବେଚିତ ହୋଇଥିଲେ.କ୍ରୀଡା ସଂସଦ ର ବଶିଷ୍ଟ କୁମାର ବେହେରା ସଂଘମିତ୍ରା ରାଉତ ଅଜିତ କୁମାର ଜେନା ପାର୍ଥ ସାରଥୀ ଶଙ୍ଖୁଆ ପ୍ରକାଶ କୁମାର ସାହୁ ପ୍ରଦୀପ କୁମାର ପୂର୍ତ୍ତି ସତ୍ୟବ୍ରତ ସ୍ୱାଇଁ ସବିନା ଆର ବେଗମ ବିଶ୍ୱଜିତ ରାଉତ ମନୋଜ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସାର ମାନଙ୍କ ମଧ୍ୟରେ କ୍ରିକେଟ ମ୍ୟାଚ ଓ ମ୍ୟାଡ଼ାମ ମାନଙ୍କ ମଧ୍ୟରେ ମିଉଜିକ ଚେୟାର ପ୍ରତିଯୋଗିତା ଥିଲା ଏହି ଉଦଯାପନ ଦିବସ ର ମୁଖ୍ୟ ଆକର୍ଷଣ.ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଛାତ୍ର ଛାତ୍ରୀ ଏହି ଉଦଯାପନୀ ଉତ୍ସବ ରେ ଉପସ୍ଥିତ ରହିଥିଲେ.

Leave a Reply

Your email address will not be published. Required fields are marked *