ଆନନ୍ଦପୁର ତହସିଲ ପକ୍ଷରୁ ପଦ୍ମପୁର ବାଲିଘାଟରୁ ୨ ଟି ଚୋରା ବାଲି ବୋଝଇ ଟ୍ରାକ୍ଟର ଜବତ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକରେ ଦିନକୁ ଦିନ ଚୋରା ବଲିମାଫିଆଙ୍କ ରଜ ଚାଲୁଥିବା ବେଳେ ଆନନ୍ଦପୁର ମୁନିସପାଲିଟି ଅନ୍ତର୍ଗତ ପଦ୍ମପୁର ଘାଟରେ ବେଆଇନ ଭାବେ ବାଲି ଉଠାଇବା ବେଳେ ଆଜି ଆନନ୍ଦପୁର ତହସିଲଦାର ଶ୍ରୀଯୁକ୍ତ ତପନ କୁମାର ନାୟକ କୌଣସି ସୂତ୍ରରୁ ଖବର ପାଇ ଆନନ୍ଦପୁର ପୋଲିସ ସହଯୋଗରେ ଦୁଇଟି ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଆନନ୍ଦପୁର ଥାନାରେ ଅଟକ ରଖାଯାଇଛି ।

Leave a Reply

Your email address will not be published. Required fields are marked *