ଗାଦିବ୍ରହ୍ମ ପୀଠର ବାର୍ଷିକ ଉତ୍ସବ

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କାଆଁପୁର ଗ୍ରାମର ମୁଣ୍ଡଳାକାର ଗାଦିବ୍ରହ୍ମ ପୀଠର ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । 5 ଦିନ ଧରି ଚାଲିଥିବା ଏହି ଉତ୍ସବରେ ଗ୍ରାମବାସୀ ଙ୍କ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ ।

ପ୍ରତିଦିନ ସୂର୍ଯ୍ୟ ପୂଜା, ଗୋପୂଜା, ଭାଗବତ ଗୀତା ପାଠ କରାଯିବା ସହିତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ପୀଠର ଉର୍ଣ୍ଣତି କରଣ ପାଇଁ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *