ଜଗତସିଂହପୁର ଗୋପାଳସାଗର ସ୍ଥିତ ଶିରିଡି ସାଇବାବାଙ୍କ ବାର୍ଷିକ ଉତ୍ସବ ଓ ପାଲିଙ୍କି ଯାତ୍ରା ଅନୁଷ୍ଠିତ

ଜଗତସିଂହପୁର ଗୋପାଳସାଗର ସ୍ଥିତ ଶିରିଡି ସାଇବାବାଙ୍କ 12ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋବା ସହିତ ବାବାଙ୍କ ପାଲିଙ୍କି ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ସେହିପରି ହନୁମାନଜୀୟୁ ଓ ଦକ୍ଷିଣେଶ୍ୱରୀ ମହାଦେବ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବା ହେବ ସହିତ ଏକ ଭକ୍ତି ମୟ ପବିବେଶ ସୃଷ୍ଟି ହୋଇଛି । ତେବେ 5 ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ରେ 108 କଳସ ଶୋଭାଯାତ୍ରା, ସାଇନାଥଙ୍କ ମହାସ୍ନାନ, ସୂର୍ଯ୍ୟ ପୂଜା ଓ ଯଜ୍ଞରେ ଅଗ୍ନି ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସାଇ ପାରିବାର ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବାବେଳେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶେଷ ଦିନରେ ବାବାଙ୍କ ପାଲିଙ୍କି ଯାତ୍ରା ସହର ପରିକ୍ରମା କରିବା ସହିତ ପ୍ରସାଦ ସେବନ ର୍ ବ୍ୟବସ୍ଥା କରା ଯାଇ ଥିଲା ।

ବାଇଟ 1- ରାଜେନ୍ଦ୍ର ପ୍ରସାଦ ଲେଙ୍କା (ସମ୍ପାଦକ)
ବାଇଟ 2 -ଶ୍ରଦ୍ଧାଳୁ

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *