ଶ୍ରୀଲିଙ୍ଗରାଜ ମନ୍ଦିରରେ ପୁଣି ବିବାଦ
ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପୁଣି ବିବାଦ…..ମହାପ୍ରଭୁଙ୍କ ରୁପା ଘୋଡ଼କୁ ନେଇ ସେବାୟତଙ୍କ ମଧ୍ୟରେ ବିବାଦ…..ସୁରକ୍ଷା ପାଇଁ ମହାପ୍ରଭୁଙ୍କ ଉପରେ ରୁପାର ଘୋଡ଼ ଲାଗିଥାଏ…..ଶ୍ରଦ୍ଧାଳୁଙ୍କୁ ବଡୁ ସେବାୟତ ଘୋଡ଼ ଉଠାଇ ଦର୍ଶନ କରାଉଥିବା ଅଭିଯୋଗ……ଏନେଇ ବ୍ରାହ୍ମଣ ନିଯୋଗ ଅଭିଯୋଗ କରିଛନ୍ତି…..ଯାହାକୁ ନେଇ ଦୁଇ ସେବାୟତଙ୍କ ମଧରେ ବିବାଦ ଉପୁଜିଛି…
