ପୁରୀ ହସ୍ପିଟାଲ ମେଡ଼ିସିନ ୱାର୍ଡରେ କୁତ୍ରିମ ବନ୍ୟା,

ବିଶ୍ଵସ୍ତରୀୟ ହସ୍ପିଟାଲ କୁହାଯାଉଥିବା ପୁରୀ ମେଡ଼ିକାଲରେ ବର୍ଷାରେ ପଶିଲା ପାଣି l ପ୍ରଭାବିତ ହେଲା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ । ପାଣିରେ ଉବୁଟୁବୁ ହେଲା ଫିମେଲ ମେଡିସିନ ଓ୍ବାର୍ଡ l ଆଜି ପୁରୀରେ ପ୍ରବଳ ବର୍ଷା ଲାଗିରହିଥିବାରୁ ପୁରୀ ବଡଡାକ୍ତରଖାନା ଜଳାର୍ଣ୍ଣବ। ଫିମେଲ ମେଡିସିନ ଓ୍ବାର୍ଡରେ ପାଣି ଜମିଥିବା ଦେଖାଦେଇଥିଲା । ଯାହାଫଳରେ ପାଣିରେ ଆଉଟ ପାଉଟ ହୋଇଥିଲେ ଡାକ୍ତରଖାନାରେ ରୋଗୀ। ( ଭିଜୁଆଲ୍ ଇନପୁଟ ହ୍ୱଟସପରେ ଯାଇଛି।)

Leave a Reply

Your email address will not be published. Required fields are marked *