ଲାଇନ୍ ପଡା ଠାରେ ଅଷ୍ଟଶମ୍ଭୁ ମହା ମିଳନ ଅନୁଷ୍ଠିତ ।
କନ୍ଧମାଳ ତା ୦୫/୦୪/୨୦୨୫ ଚକାପାଦ ବ୍ଲକ ଲାଇନ୍ ପଡା ଠାରେ ବଜାର କମିଟି ତରଫରୁ ସ୍ଥାନୀୟ ସ୍କୁଲ ପଡିଆ ଠାରେ କମିଟିର ସଭାପତି ଶ୍ରୀ ସରୋଜ ସାହୁ, ସମ୍ପାଦକ ଶ୍ରୀ ବିନୋଦ ନାୟକ, ଉପସଭାପତି ତାରିଣୀ ଚରଣବେହେର।, କୁଷ।ଧକ୍ଷ ଶ୍ରୀ ସନ୍ତୋଷ କୁମାର ଭୋଇ, ୱାର୍ଡ ସଭ୍ୟ ଶ୍ରୀମତୀ ସବିତା ନାୟକ ପୂଜକ କାଳିନ୍ଦୀ ଦ। ସ ଓ ବାରିକ ଶ୍ରୀ ଲଙ୍କେଶ୍ଵେ ର ଡାକୁଆ ପ୍ରମୁଖ ଏହି ମହତ୍ତ୍ଵ କାର୍ଯ୍ୟ କୁ ଶୁଭାରମ୍ଭ କରି ସ୍ଥାନୀୟ ପଡିଆ ରେ ଶୁଭ ଖୁଣ୍ଟି ସ୍ଥାପନ କରିଥିଲେ । ଶୁଣିବାକୁ ମିଳୁଛି ଆସନ୍ତା ୦୬/୦୪/୨୦୫ ରିଖରେ ଏହି ଅଷ୍ଟଶମ୍ଭୁ ମିଳନରେ ସିର୍କ।କୁଟି, ଉକୁସଗଣ୍ଡ। , ଖେତାପ।ଜୁ, ବରେଗୁଡ଼।, ବୌଦ୍ଧ ଜିଲ୍ଲା ଲନ୍ଦ୍ରେଜୁ, ତାଳ ବହାଲ୍, ବନ୍ଧା ପଥର, ଓ କର୍ଡି, ଦଣ୍ଡ ଥଳ ଭାଗ ନେବାର ଶୁଣିବାକୁ ମିଳୁଛି ।ଏହି ଠାରେ ଏକ ସୁନ୍ଦର ମେଲଣ କାର୍ଯ୍ୟ କ୍ରମ ଦେଖିବାକୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳୁଛି। ଏହି ମେଳଣ ୦୬/୦୪/୨୦୨୫ ରିଖ ଠାରୁ ଆରମ୍ଭ ହୋଇ ୦୭/୦୪/୨୦୨୫ ରେ ସରିବା ବଲି ସଭାପତି ଓ ସମ୍ପାଦକ ଶ୍ରୀ ବିନୋଦ ନାୟକ କହିବାର ଶୁଣିବାକୁ ମିଳିଥିଲା ।
