ଉପଖଣ୍ଡ ଚିକିତ୍ସାଳୟରେ 49 ଜଣ ବୁଷ୍ଟର ଡୋଜ ନଲେ

କାମାକ୍ଷାନଗର-ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ଆଜି ସୋମବାର 49 ଜଣ ବରିଷ୍ଠ ନାଗରିକ ମାନଙ୍କୁ ବୁଷ୍ଟର ଡୋଜ ଦିଆଯାଇଛି । ଏହି ଉପଲକ୍ଷେ ଭାରପ୍ରାପ୍ତ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ସୁବାସ ଚନ୍ଦ୍ର ମଣ୍ଡଳ ଅନୁଷ୍ଠିସ୍ଥ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ m ଏଥିରେ 49 ଜଣ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ ଅପରାହ୍ଣ 3 ଟାରୁ 6 ଟା ମଧ୍ୟରେ ଦିଆଯାଇଥିଲା । ରଶ୍ମୀପ୍ରଭା ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିପିନ ବିହାରୀ ବେହେରା, ଅର୍ଣ୍ଣପୂର୍ଣ୍ଣା ନାୟକ ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ-ପ୍ରକାଶ କୁମାର ପାତ୍ର

Leave a Reply

Your email address will not be published. Required fields are marked *