ଜମିଖୁଣ୍ଟିଆ ଯାଗା ର ନୂତନ ସଭାଗୃହ

ଅଦ୍ୟତା 10:03:24 ରବିବାର ସଂନ୍ଧ୍ୟା 8:00 ଘଟିକା ସମୟରେ ଜମିଖୁଣ୍ଟିଆ ଯାଗା ର ନୂତନ ସଭାଗୃହ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ ଙ୍କ କର କମଳ ରେ ଉଦ୍ଘାଟନ କରାଯାଇଅଛି।ଉକ୍ତ ଉଛବ ରେ ଜମିଖୁନ୍ଟିଆ ଯାଗାର ସଭାପତି ଶ୍ରୀ ଦେବେନ୍ଦ୍ରନାଥ ପ୍ରତିହାରୀ ଓ ସଂପାଦକ ଶ୍ରୀ ମହାଦେବ ପୁଜାପଣ୍ଡା ଙ୍କ ସହିତ ସମସ୍ତ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।ସଭ୍ୟମାନଙ୍କ ଅନୁରୋଧ କ୍ରମେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଜମିଖୁଣ୍ଟିଆ ଯାଗାର ଉନ୍ନତି କରଣ ନିମନ୍ତେ ଯଥାସାଧ୍ୟ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *