ପ୍ରଶାସନିକ ଅଧିକାରୀଙ୍କ ଉପରେ ଆକ୍ରମଣ
ଗତ ସେପ୍ଟେମ୍ବର ମାସରେ ଭଦ୍ରକ ମୁନସିପାଲଟି 14 ନମ୍ବର ୱାର୍ଡ ରେ ସନ୍ଥିଆ ବ୍ରିଜ ଉପରେ ପୋଲିସ ଓ ପ୍ରସାଶନିକ ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ଦୀର୍ଘ ଚାରି ମାସ ପରେ ଆଜି ଧରା ପଡିଲା ଆସାମି ଫ୍ରିଦୋଷ ଖାଁ l ଯାହା ପାଇଁ ଭଦ୍ରକ ରେ ଦଙ୍ଗା ସୃଷ୍ଟି ହୋଇ ଥିଲା । ଇଣ୍ଟରନେଟ ସେବା ବନ୍ଧ ଥିଲା। ଆଜି ପୁରୁଣା ଥାନା ରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି,ଆଡିସନାଲ ଏସପି ଅଂଶୁମାନ ତ୍ରିବେଦୀ, ପୁରୁଣା ବଜାର ଥାନା ଅଧିକାରୀ ଏବଂ ଗ୍ରାମାଞ୍ଚଳ ଥାନା ଅଧିକାରୀ ଉପସ୍ଥିତ ଥିଲେ।
