ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ସକାଶେ ପଣା

ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ସକାଶେ ପଣା ବଣ୍ଟନ | ଗଞ୍ଜାମ ଜିଲ୍ଲା, ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ଗାଁ ରେ ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ସକାଶେ ବଡ ଖରିଡା ଯୁବ ସଙ୍ଘ ଓ ଜାତୀୟ ପାଠାଗାର ତରଫରୁ ପଣା ବଣ୍ଟନ କରାଯାଇଥିଲା | ଏଥିରେ ସଂଗଠନର ସଭାପତି ଆଶିଷ କୁମାର ଗୌଡ଼ ଙ୍କ ନେତୃତ୍ୱ ରେ ପଣା ର ଆୟୋଜନ କରାଯାଇ ପଣା ବଣ୍ଟନ କରାଯାଇଥିଲା | ଏଥିରେ ଦୀପକ କୁମାର ପୋଲାଈ, ଅରବିନ୍ଦ ଗୌଡ଼, ରବୀନ୍ଦ୍ର ଗୌଡ଼, ରାଜାରାମ ବରଡ, ଅଙ୍କିତ, ବବୁଲୁ, ମନୋଜ, ଶିଖର ଦଳେଇ, ବବୁଲୁ ଗୌଡ଼ ସଂଗ୍ରାମ ସ୍ୱାଇଁ, ବସନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ପଣା ପିଇବା ସହ ବାଣ୍ଟି ବାରେ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *