ଜିଲ୍ଲା ସ୍ତରୀୟ ସମବାୟ ସପ୍ତାହ ପାଳନ ଅବସରରେ ସଚେତନତା ରଥ ପରିକ୍ରମା

ଜିଲ୍ଲା ସ୍ତରୀୟ ସମବାୟ ସପ୍ତାହ-2023 ପାଳନ ଅବସରରେ ସମବାୟ ସଚେତନତା ରଥକୁ ଜିଲ୍ଲାପାଳ ପାରୁଲ ପଟାୱାରୀ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି । ଏହି ରଥ ଏକ ସପ୍ତାହ ପର୍ଯ୍ୟନ୍ତ ଜିଲ୍ଲା ର ଵିଭିନ୍ନ ବ୍ଲକ ପରିକ୍ରମା କରିବସ ସହିତ ସମବାୟ ବ୍ୟାଙ୍କର ଭୂମିକା, ବିଭନ୍ନ କ୍ଷୁଦ୍ର ତଥା ଦୀର୍ଘ ମିଆଦୀ ଋଣ , କ୍ଷୁଦ୍ର ଓ ନାମମାତ୍ର ଚାଷୀ , ଭୂମିହୀନ ଓ ଭାଗଚାଷୀ ମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ ସମ୍ପ୍ରଦାୟର ସଚେତନ କରାଇବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଜଗତସିଂହପୁର rita ସାହୁ reporter

Leave a Reply

Your email address will not be published. Required fields are marked *