ଆନନ୍ଦପୁର ମହାବିଦ୍ୟାଳୟ ରେ ବୈତରଣୀ ବାଟକୃତା ମାଳା ଅନୁଷ୍ଠିତ
ଆନନ୍ଦପୁର ମହାବିଦ୍ୟାଳୟ ର ନୂତନ ସମ୍ମିଳନୀ କକ୍ଷରେ ତ୍ରୟୋଦଶ ତମ ବୈତରଣୀ ବାଟକୃତା ମାଳା ଅନୁଷ୍ଠିତ ହୋଇଯାଇଅଛିସମ୍ମାନିତ ବକ୍ତା ଭାବେ ଶ୍ରୀ ଚୈତନ୍ୟ ଆଶ୍ରମ ପୁରୀ ର ଟ୍ରିଦଣ୍ଡି ସ୍ବାମୀ ଭକ୍ତି ବଲ୍ଲଭ ଆଚାର୍ଯ୍ୟ ମହାରାଜ,ବିଶ୍ଵଭାରତୀ ,ଶା ନ୍ତି ନି କେତନ ଓଡ଼ିଆ ବିଭାଗ ର ସହକାରୀ ପ୍ରଫେସର ଡକ୍ଟର ଇନ୍ଦ୍ରମଣି ସାହୁ,ସମ୍ମାନିତ ଅତିଥି ଭାବେ ଡକ୍ଟର ନିମାଇଁ ଚରଣ ରାଉତ, ପ୍ରଧ୍ୟାପିକା ଶ୍ରିଲେଖା ସାହୁ ଯୋଗ ଦେଇ ଶ୍ରୀମଦ୍ ଭାଗବତ ଗୀତା ଛାତ୍ର ଛାତ୍ରୀ ମାନଙ୍କ ଚରିତ୍ର ଗଠନ ରେ କିପରି ପ୍ରଭାବ ପକାଇଥାଏ ଓ ରବୀନ୍ଦ୍ର ନାଥ ଠାକୁର ଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେଆନନ୍ଦପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ର ସଭାପଟିତ୍ୟ କରିଥିବା ବେଳେ leftnant ରଘୁ ଦୀପ୍ତି ନାୟକ ସଂଯୋଜନା କରିଥିଲେପ୍ରାରମ୍ଭରେ ପୁଷ୍ପଲତା ରାମ ଜଗନ୍ନାଥ ଭଜନ ପରିବେଷଣ କରିଥିଲେଡକ୍ଟର ଶକ୍ତି ପ୍ରସାଦ ମହାପାତ୍ର, ବିଶ୍ୱଜିତ୍ ରାଉତ, ଓଜେଳ ପଟ୍ଟନାୟକ,ମଧୁସ୍ମିତା ସାହୁ,ପୂର୍ଣ୍ଣ ନନ୍ଦ ପାର୍ଥ ସାରଥୀ ଶଙ୍ଖୁଆ, ପ୍ରକାଶ କୁମାର ସାହୁ,ଦିବ୍ୟରଞ୍ଜନ ସାହୁ,ଦେବାପ୍ରକାସ ରାମ,ଆରତୀ ଲୁଗୁନ,ସଂଘମିତ୍ରା ରାଉତ,ଭାରତୀ ସାହୁ,ମିତା ଶ୍ରୀ ବେହେରା,ମମତା ମିଶ୍ର,ସବିନା ଆରା ବେଗମ୍,ଡକ୍ଟର ବଡିଷ୍ଟ ବେହେରା,କାହୁଁ ଚାରଣ ଜେନା,ରଞ୍ଜନ କୁମାର ନାୟକ,ପ୍ରତାପ କଅଁର,ଉପେନ୍ଦ୍ର ମିଶ୍ର,ନାରାୟଣ ହେମ୍ବ୍ରମ,ଦେବାଶିଷ ଆଚାର୍ଯ୍ୟ,ରତିକାନ୍ତ ଦାସ,ଭଗବାନ ସାହୁ,ରାସନ୍ ଭେଂଗ୍ରା,ପ୍ରଦୀପ କୁମାର ପୂର୍ତ୍ତି,ଦୁର୍ଗା ଶଙ୍କର ପରିଡ଼ା,ସୂର୍ଯ୍ୟମଣି ଜେନା,ନିହାରିକା ପ୍ରିୟଦର୍ଶିନୀ ପାତ୍ର,ପ୍ରଫୁଲ୍ଲ କୁମାର ପଣ୍ଡା, ସତ୍ୟବ୍ରତ ପରିଡା,ସୁବ୍ରତ ସାହାଣୀ,ନରେଶ ସାହା ରୀମାନ ଆଚାର୍ଯ୍ୟ ଡକ୍ଟର ରବୀନ୍ଦ୍ର କୁମାର ସାହୁ ହେମା ଗୁପ୍ତା,ଅଜିତ କୁମାର ଜେନା, ସୁଲୋଚନା ସାହୁ,ସତ୍ୟାନନ୍ଦ ନାୟକ,ପ୍ରାକ୍ତନ ଅଧ୍ୟକ୍ଷ ନରୋତ୍ତମ ଦାସ,ବୃନ୍ଦାବନ ଗୁଇଁ, ଅକ୍ଷୟ କୁମାର ଗୁ ଇଁ,ରବୀନ୍ଦ୍ର କୁମାର ନାୟକ,ପିତାମ୍ବର ବିଶ୍ବାଳ,ରାମଚନ୍ଦ୍ର ସୂର୍ ,ସଂସଦ ପ୍ରତିନିଧି ନିରାକାର ସାହୁ,ନିରାକାର ଦଳେଇ,ହରେକୃଷ୍ଣ ପାତ୍ର, ସତ୍ୟବାନ୍ ସେଠୀ,ଗୌରୀଶଙ୍କର ପଣ୍ଡା ,ଲକ୍ଷ୍ମୀଧର ପତ୍ର,ଦୟାନିଧି ନାୟକ,ଶଶିକାନ୍ତ ଜେନା,କେଶବ ଜେନା ତନୁ ଶ୍ରୀ ପଣ୍ଡା,ଶୁରୁଚି ସ୍ୱାଇଁତଥାସମସ୍ତ କର୍ମଚାରୀ ,ଛାତ୍ର ଛାତ୍ରୀ ସହଯୋଗ କରିଥିଲେଶେଷରେ ଅଧ୍ୟାପକ ପତିତପାବନ ମି ଶ୍ର ଧନ୍ୟବାଦ୍ ପ୍ରଦାନ କରିଥିଲେ l
