ରାମଲାଲାଙ୍କ ପାଇଁ ଉତ୍ସବ ମୁଖର ବ୍ୟାସନଗର

ରାମ ସେନା ଙ୍କ ଜୀବନ୍ତ ପ୍ରତିମୂର୍ତ୍ତି ଶୋଭାଯାତ୍ରା ସମଗ୍ର ବିଶ୍ଵରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି l ଏହି ପାରିପେଖିରେ ଯାଜପୁର ର ବ୍ୟାସନଗର ମଧ୍ଯ ଉତ୍ସଵ ମୁଖର ହୋଇ ଉଠିଛି l ଶ୍ରୀ ସତ୍ୟନାରାୟଣ ମନ୍ଦିର ସମିତି ଓ ଶ୍ରୀ ସୁନ୍ଦର୍ କାଣ୍ଡ ଭକ୍ତ ମଣ୍ଡଳ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି l ସକାଳୁ ସ୍ଥାନୀୟ ଗୋପବନ୍ଧୁଛକ ରୁ ସୁସଜ୍ଜିତ ରାମ ଚନ୍ଦ୍ର, ମାତା ସୀତା, ଲକ୍ଷ୍ମଣ ଓ ହନୁମାନ ଙ୍କ ସମେତ ବାନର ସେନା ଙ୍କ ଏକ ବିଶାଳ ଶୋଭାଯାତ୍ରାରେ ଆବାଳ ବୃଦ୍ଧ ବନିତା ଗେରୁଆ ପତାକା ସହ ସହର ପରିକ୍ରମା କରିଥିଲେ l ଜୟ ଶ୍ରୀ ରାମ ଅଧ୍ୟାତ୍ମିକ ସ୍ଵର ରେ ସହର ପୁରି ଉଠିଥିଲା l
ସହରର ପ୍ରତ୍ୟେକ ରାମମନ୍ଦିର , ହନୁମାନ ମନ୍ଦିରରେ ଗତ ଦୁଇ ଦିନ ହେବ ପୂଜା ଅର୍ଚ୍ଚନା ଲାଗି ରହିଛି l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

ରାମ ସେନା ଙ୍କ ଜୀବନ୍ତ ପ୍ରତିମୂର୍ତ୍ତି ଶୋଭାଯାତ୍ରା ସମଗ୍ର ବିଶ୍ଵରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି l ଏହି ପାରିପେଖିରେ ଯାଜପୁର ର ବ୍ୟାସନଗର ମଧ୍ଯ ଉତ୍ସଵ ମୁଖର ହୋଇ ଉଠିଛି l ଶ୍ରୀ ସତ୍ୟନାରାୟଣ ମନ୍ଦିର ସମିତି ଓ ଶ୍ରୀ ସୁନ୍ଦର୍ କାଣ୍ଡ ଭକ୍ତ ମଣ୍ଡଳ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି l ସକାଳୁ ସ୍ଥାନୀୟ ଗୋପବନ୍ଧୁଛକ ରୁ ସୁସଜ୍ଜିତ ରାମ ଚନ୍ଦ୍ର, ମାତା ସୀତା, ଲକ୍ଷ୍ମଣ ଓ ହନୁମାନ ଙ୍କ ସମେତ ବାନର ସେନା ଙ୍କ ଏକ ବିଶାଳ ଶୋଭାଯାତ୍ରାରେ ଆବାଳ ବୃଦ୍ଧ ବନିତା ଗେରୁଆ ପତାକା ସହ ସହର ପରିକ୍ରମା କରିଥିଲେ l ଜୟ ଶ୍ରୀ ରାମ ଅଧ୍ୟାତ୍ମିକ ସ୍ଵର ରେ ସହର ପୁରି ଉଠିଥିଲା lସହରର ପ୍ରତ୍ୟେକ ରାମମନ୍ଦିର , ହନୁମାନ ମନ୍ଦିରରେ ଗତ ଦୁଇ ଦିନ ହେବ ପୂଜା ଅର୍ଚ୍ଚନା ଲାଗି ରହିଛି lଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *