ଭଦ୍ରକ ଜିଲ୍ଲା କଂଗ୍ରେସ ର ପ୍ରେସ ମିଟ

ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ତରଫ ରୁ ସାମ୍ବାଦିକ ସମ୍ମିଳନୀ,ଚଳିତ ନିର୍ବାଚନ କୁ ଆଖି ଆଗରେ ରଖି ପୂର୍ବ ଘୋଷଣା ମତେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ସଂକଳ୍ପ ପତ୍ର ଓ କଂଗ୍ରେସ ର ଗ୍ୟାରେଣ୍ଟି କୁ ନେଇ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ଭଦ୍ରକ ଜିଲ୍ଲାରେ କଂଗ୍ରେସ ର ଗୋଷ୍ଠୀକନ୍ଦଳ କିଏ ହେବ କଂଗ୍ରେସ ରେ ବିଧାୟକ ପ୍ରାଥୀ, ନିଜ ନିଜ ଭିତରେ ଗୋଷ୍ଠୀକନ୍ଦଳ ଯାହା ଲୋକ ଲୋଚନ କୁ ଆସିଛି କଂଗ୍ରେସ ଲବି ୪ ଜଣ ପ୍ରାର୍ଥୀ ଙ୍କ ନାମ ଥିବାବେଳେ,ନିଜ ନିଜ ମଧ୍ଯ ରେ କଥା ପଦାରେ ପଡୁଛି କେନ୍ଦ୍ର ରେ ଏକଜିଟ ପୋଲ ଅନୁସାରେ ଓଡିଶାରେ କଂଗ୍ରେସ ର ଏମପି ସିଟି ରେ ଖାତା ଖୋଲି ପାରିବ ନାହି ବୋଲି ସୂଚନା ଆସିଥିବା ବେଳେ ବିଧାନସଭା ପ୍ରାର୍ଥୀ ମାନଙ୍କ ଭିତରେ ରଣକୌଶଳ ଚାଲିଛି ଭଦ୍ରକ ଜିଲ୍ଲା କଂଗ୍ରେସ ,ସଂକଳ୍ପ ପତ୍ର ବିତରଣ ସମୟ କଂଗ୍ରେସ ର ଜିଲ୍ଲା ସଭାପତି ଉପସ୍ଥିତ ନଥିବାରୁ ସମ୍ବାଦିକ ଙ୍କ ପ୍ରଶ୍ନ ର ଉତ୍ତର କୁ ଏଡାଇ ଦେଇ ଥିଲେ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଅନନ୍ତ ପ୍ରସାଦ ସେଠୀ ,ଭଦ୍ରକ ର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ କଣ କରିଛନ୍ତି ,ପ୍ରଶ୍ନ ଉତ୍ତର ରେ କଂଗ୍ରେସ ର ମୁଖ ପାତ୍ର କହିଲେ ନିର୍ବାଚନ ରେ ବିଜୟ ଲାଭ କଲେ ସମସ୍ତ ସମସ୍ଯାର ସମାଧାନ କରିବୁ ବୋଲି କହିଥିଲେ

Leave a Reply

Your email address will not be published. Required fields are marked *