ଭଦ୍ରକ ଆନ୍ତର୍ଜାତୀୟ ଶ୍ରମ ଦିବସ,

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଭଦ୍ରକ ଜିଲ୍ଲା ପ୍ରଶାସଭଦ୍ରକ ଆନ୍ତର୍ଜାତୀୟ ଶ୍ରମ ଦିବସ,ନ ଏବଂ ଶ୍ରମ ବିଭାଗ ପକ୍ଷରୁ ସହିଦ ସ୍ମୃତି ଭବନ ଟାଉନ ହଲ ଠାରେ ଏବଂ ରାନ୍ଦି ଆ ବେଦାନ ଚାର୍ଜ କ୍ରୋମ ରେ କର୍ମଚାରୀ ଶ୍ରମିକ ଙ୍କ ଦ୍ବାରା ଆର୍ନ୍ତଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ ଦାସ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଶ୍ରମ ଆୟୁକ୍ତି ସଚ୍ଚିଦାନନ୍ଦ ଜେନା, ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ ୬୯୮ ଜଣ ଶ୍ରମିକ ଙ୍କୁ ୧ କୋଟି ୩୭ ଲକ୍ଷ ଉଦ୍ଧ ଟଙ୍କା ସହାୟତା ରାଶି ଏବଂ ଶ୍ରମ କାର୍ଡ ପ୍ରଦାନ କରି ରାଜ୍ୟ ଏବଂ କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ପାଇଁ ବହୁ ଯୋଜନା ହାତକୁ ନେଇ କାର୍ଯ୍ୟ କରିବା ସହ ସେମାନଙ୍କ ସାମାଜିକ, ସ୍ବାସ୍ଥ୍ୟ, ଆର୍ଥିକ, ଦିଗରେ ଅଗ୍ରଗତି ହେବା ଉପରେ ଗୁରୁତ୍ବ ଦେଉ ଥ‌ିବା ବେଳେ ୨୦୩୬ ଏବଂ ୨୦୪୭ ରେ ରାଜ୍ୟ ଓ କେନ୍ଦ୍ର ବିକଶିତ ରାଷ୍ଟ୍ର ରେ ପହଞ୍ଚି ପାରିବ ସେଥ୍ ପାଇଁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ଙ୍କ ଘୋଷଣାକୁ ସମସ୍ତେ ସଂକଳ୍ପ ନେବାକୁ ହେବ ବୋଲି କହିଥିଲେ। ଜିଲ୍ଲାର ରାନ୍ଦୀଆ ବେଦାନ୍ତ ଚାର୍ଜ କ୍ରୋମ ରେ ମଧ୍ଯ ଶ୍ରମିକ ଦିବସ ରେ ବିଧାୟକ, ଜିଲ୍ଲାପାଳ, ବେଦାନ୍ତ ର ବରିଷ୍ଠ ଅଧିକାରୀ, ଶ୍ରମିକ ଓ କର୍ମଚାରୀ ସଂଘ କାର୍ଯ୍ୟ କର୍ତ୍ତା ଯୋଗ ଦେଇ ଉଦ୍ ବୋଧନ ଦେଇଥିଲେ।

Leave a Reply

Your email address will not be published. Required fields are marked *