ଭଦ୍ରକ ବିଧାୟକ ଶିତାଶୁ ଶେଖର ମହାପାତ୍ର ଙ୍କୁ ରାଜ୍ୟ ସରକାର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ନିଯୁକ୍ତି।

ଭଦ୍ରକ ବିଧାୟକ ଶିତାଶୁ ଶେଖର ମହାପାତ୍ର ଙ୍କୁ ରାଜ୍ୟ ସରକାର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ନିଯୁକ୍ତି।ଓଡ଼ିଶାରେ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଅନୁମୋଦନ କ୍ରମେ ଭଦ୍ରକ ଜିଲ୍ଲା ର ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ। ନୂତନ କରି ଚୟନ ହୋଇଥିବା। ଭଦ୍ରକ ମାଟି ର ପୁଅ ବିଧାନ ସଭାର ଲୋକ ପ୍ରିୟ ବିଧାୟକ ଶ୍ରୀ ଶିତାଶୁ ଶେଖର ମହାପାତ୍ର ଭଦ୍ରକ ଜିଲ୍ଲା ର ଯୋଜନା ବୋର୍ଡର ଅଧ୍ୟକ୍ଷ ପଦ ଦାୟିତ୍ବ ଦେଇଥିବାରୁ ଭଦ୍ରକ ର ଶୁଭେଚ୍ଛୁ ର ସୁହ ଛୁଟି ବାରେ ଲାଗିଛି। ରାଜ୍ୟର ୩୦ ଟି ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଧନ୍ୟବାଦ ପ୍ରଦାନ କରିଛନ୍ତି ବିଜେପି କର୍ମୀ ।

Leave a Reply

Your email address will not be published. Required fields are marked *