ଭଦ୍ରକ ୪୦ରୁ ଅଧିକ କାଳୀ ମୃତ୍ତି ପାଣିରେ ବିସର୍ଜନ କରାଯାଇଛି

ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାର୍ବଜନୀନ ଦେବୀ କାଳୀ ଙ୍କ ମେଢ଼ ବିସର୍ଜନ ହୋଇଛି।ଜିଲ୍ଲାର ଚରମ୍ପା, ଏରେଇ,ରାଜଘାଟ,ବିସାଣି ଖରିଦା, ଡଗରା ସାହି,ସମେତ ତିହିଡି, ଚାନ୍ଦବାଲି,ଧାମନଗର,ଭଣ୍ଡାରି ପୋଖରୀ,ବନ୍ଧ,ବାସୁଦେବପୁର,ଭଦ୍ରକ ଏପରି ୭ ଟି ବ୍ଲକ ଏବଂ ଗ୍ରାମାଞ୍ଚଳରେ ୪୦ ରୁ ଉର୍ଦ୍ଧ କାଳୀଙ୍କ ମେଢ଼ ଶୋଭାଯାତ୍ରା, ଘଣ୍ଟ, ବାଦ୍ୟ ରେ ନିଆଯାଇ ବୈତରଣୀ,ସାଳନ୍ଦୀ,ପୋଖରୀ,ଓ କେନାଲ ରେ ଭସାଣି ଶାନ୍ତି ଶୃଙ୍ଖଳା ରେ ସମାପନ ହୋଇଛି।

Leave a Reply

Your email address will not be published. Required fields are marked *