ଆନନ୍ଦପୁର ର ଗୁଣ୍ଡିଚା ମନ୍ଦିରରେ ଭାଗବତ ପରମ୍ପରା ସହ ଭାଗବତ ଜନ୍ମ ଉତ୍ସବ ପାଳନ
ଆନନ୍ଦପୁର କର୍ମ ମୟ ଜୀବନରେ ଭାଗବତକୁ ନିତ୍ୟ ପରାୟଣ ଅଭ୍ୟାସ କରି ଭାବ ମୁକ୍ତି ଓ ଭଲ ପାଇବାର ମହାମନ୍ତ୍ର କୁ ପ୍ରଜ୍ୟୋଳିତ କରି ଏହି ଆଧ୍ୟାତ୍ମିକ ପରିବେଶକୁ -ଅନୁଚିନ୍ତନ ମଣିଷକୁ କର୍ମ ଶେଷରେ ଭାଗବତ ଜନ୍ମ ର ରହସ୍ୟ କୁ ନିଜର ବ୍ରତ ସହ ପାଳନ କରି ସଂସାର ମୋହରେ ବାନ୍ଧିନହୋଇ ଭାଗବତ ଜନ୍ମ ଉତ୍ସବ ବ୍ରତ ପାଳନ କରି ବ୍ରତ ଧlରି ପାଳନ କରିଥାନ୍ତି l ଆଜିର ଏହି ଭାଗବତ ଜନ୍ମ ଉତ୍ସବ ଆୟୋଜକ ଶ୍ରୀଯୁକ୍ତ ଗୋପାଳ ପାଣିଙ୍କ ତତ୍ଵାବଧାବରେ ମୁଖ୍ୟ ପୂଜକ ଏବଂ ବକ୍ତା ଶ୍ରୀଯୁକ୍ତ ମଦନ ମିଶ୍ର, ମାତୃଶକ୍ତି ସାହସଂଯୋଜିକା – ଶ୍ରୀମତୀ ରେଣୁବାଳା ଦାସ,ଦୁର୍ଗାବାହିନୀ ସାହସଂଯୋଜିକା – ମୋନାଲିସା ଦାସଙ୍କ ସଂଯୋଜନାରେ ଶ୍ରୀଯୁକ୍ତ ପଦ୍ମନାଭ ମିଶ୍ର, ଶ୍ରୀଯୁକ୍ତ ଗୌର ମିଶ୍ର,ଶ୍ରୀମତୀ ମିନାକ୍ଷୀ ଦାସ,ଶ୍ରୀମତୀ କନକ ଲତା ରଣା, ଶ୍ରୀମତୀ କୁମୁଦିନୀ ରଣା,ଶ୍ରୀମତୀ ତିଳତମା ରଣା,ଶ୍ରୀମତୀ ବିନତି ସିଂ,ଶ୍ରୀମତୀ ରୁକ୍ମଣୀ ଦାସ,ଶ୍ରୀମତୀ ସୁକାନ୍ତି ରଣା,ଶ୍ରୀମତୀ ମାଳତୀ ରଣା,ଶ୍ରୀମତୀ ଗୁଲମଣୀ ବେହେରା,ଶ୍ରୀମତୀ ଦମୟନ୍ତୀ ରଣା, ଶ୍ରୀମତୀ ଅନୁସୟା ରଣା, ଶ୍ରୀମତୀ କଣ୍ଢେଇ ରଣା,ସୁଶ୍ରୀ ଚନ୍ଦ୍ରିକା ରଣା,ସୁଶ୍ରୀ ଦିବ୍ୟସା ଦାସ, ସୁଶ୍ରୀ ଆଦ୍ୟସା ଦାସ,ଶ୍ରୀମତୀ ତପିନା ରଣା, ଶ୍ରୀମତୀ ପୂର୍ଣ୍ଣିମାରଣା,ଶ୍ରୀମତୀ ପ୍ରିୟଙ୍କା ଭଞ୍ଜ,ଶ୍ରୀମତୀ କୁମୁଦୁଣୀ ପାଢ଼ୀ, ଶ୍ରୀମତୀ ମାଳତୀ ରଣା,ଶ୍ରୀମତୀ ସରସ୍ବତୀ ବେହେରା, ଶ୍ରୀମତୀ ମିତାଞ୍ଜଳି ବେହେରା, ଶ୍ରୀମତୀ ରତ୍ନମଣୀ ବେହେରା ପ୍ରମୁଖ ଯୋଗ ଦେଇ ଭାଗବତ ଜନ୍ମ ଉତ୍ସବ କୁ ପାଳନ କରିଥିଲେ l
