ବାଲୁଗାଁ ହନୁମାନ ପରିବା ସଂଘର ମାର୍କେଟ କମ୍ପ୍ଲେକ୍ସ ଠାରେ ଭୁବନେଶ୍ୱର ବାଣିଜ୍ୟ ମେଳାର ଆକର୍ଷଣ

ବାଲୁଗାଁ ବଜାରସ୍ଥିତ ହନୁମାନ ପରିବା ସଙ୍ଘର ନୂତନ ମାର୍କେଟ କମ୍ପ୍ଲେସ ଠାରେ ମେଗା ସପପିଙ୍ଗ ବଜାର ଅନୁଷ୍ଠିତ ହେବାପାଇଁ ଏକ ଶୁଭଖୁଣ୍ଟି ସ୍ଥାପନା କରାଗଲା ଆସନ୍ତା ତା ୨୫/୨/୨୦୨୫ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ତା ୨୦/୩/୨୦୨୫ ଗୁରୁବାର ପର୍ଯନ୍ତ ଏକ ମେଗା ସପିଙ୍ଗ ବଜାର ର ନାନା ଜାତୀୟ ଘର କରଣ ସାମଗ୍ରୀ ଏବଂ ଛୋଟ ଛୋଟ ପିଲା ମାନଙ୍କ ର ଖେଳନା ଓ ସ୍କୁଲ ବ୍ୟାଗ ଠାରୁ ଆରମ୍ଭ କରି ମା ମାନଙ୍କର ସମ୍ବଲପୁରୀ ଶାଢ଼ୀ ଚୁଡ଼ି କାନପୁଲ ଭାଇ ମାନଙ୍କ ପାଇଁ ଖଦି ଓ ସମ୍ବଲପୁରୀ କୁର୍ତା ଓ ଘରର ସମ୍ପୂର୍ଣ ସାମଗ୍ରୀ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ତା ସହିତ ପ୍ରତେକ ରାତ୍ରରେ ଦାମୀ ଦାମୀ କଳାକାରଙ୍କୁ ନେଇ ମନରଞ୍ଜନ କାର୍ଯ୍ୟକ୍ରମ କରାଯିବ ବୋଲି ସପିଙ୍ଗ ବଜାର ମାଲିକ ମୁନା ଭାଇ ମତ ପ୍ରକାଶ କରିଛନ୍ତି l

ଚିଲିକା, ବାଲୁଗାଁ ରୁ ବିରଞ୍ଚି ନାରାୟଣ ପ୍ରଧାନ

Leave a Reply

Your email address will not be published. Required fields are marked *