ପରଜଙ୍ଗ ପୋଲିସର ବଡ ସଫଳତା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧିକାରୀ ବିଷଶ ସୂତ୍ରରୁ ଖବର ପାଇ ଅଧିନସ୍ଥ ଆମ୍ବପଳସ ଗ୍ରାମ ଜମ୍ବୁନାଳି ଘଞ୍ଚ ଜଙ୍ଗଲରୁ ଏକ ଘରେ ଗଛିତ 41 ଗୋଟି 50ଲିଟର ମହୁଲି ମଦ ଯାର୍କିନ ଜବତ କରିଛି ପରଜଙ୍ଗ ପୋଲିସ l ତେବେ ଆନୁମାନିକ 2050ହଜାର ଲିଟର ମହୁଲି ମଦ ଜବତ ହୋଇଛି ବୋଲି ପରଜଙ୍ଗ ଥାନା ଅଧିକାରୀ ଧିରେନ କୁମାର ବେହେରା ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *