ବିଜୁ ବାବୁ ଙ୍କ ୧୦୯ ତମ ଜୟନ୍ତୀ ପାଳିତ
ଉଦଳା ୫/୩/୨୦୧୫() ତୁଳସି କଲ୍ୟାଣି ମଣ୍ଡପ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୯ତମ ଜନ୍ମ ଜୟନ୍ତୀ ବିଜୁଜନତା ଦଳ ତରଫରୁ ୨୦୦୦ ଲୋକ ସମାଗମ ରେ ପାଳିତ ହୋଇଯାଇଛି ।ଓଡିଶାର ରାଷ୍ଟ୍ର ନାୟକ ତଥା ଝଡର ଇଗଲ ବିଜୟା ନନ୍ଦ ପଟ୍ଟନାୟକ ଙ୍କ ପଟ୍ଟଚିତ୍ର ରେ ନେତୃମଣ୍ଡଳୀ ଓ କର୍ମୀ ମାନେ ଧୂପ ଦୀପ ପୁଷ୍ପ ପ୍ରଦାନ ପୂର୍ବକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଉଦଳା ନିର୍ବାଚନ ମଣ୍ଡଳୀ ର ୩ ଗୋଟି ବ୍ଲକ ଉଦଳା ଏନ ଏ ସି ର ଛାମୁଆ ସଦସ୍ୟ ମାନଙ୍କ ଉପସ୍ଥିତ ରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ଙ୍କ ସଭାପତିତ୍ବ ରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।ମୟୁରଭଞ୍ଜ ଜିଲ୍ଲା ବି ଜ ଦ ସମ୍ପାଦକ ମନୋଜ ମହାନ୍ତି, ସୁବାଷ ଚନ୍ଦ୍ର ସାଏ କପ୍ତିପଦା ବ୍ଲକ ସଭାପତି,ଅନୁପ ରାଉତ,ବରିଷ୍ଠ ନାଗରିକ ନରେନ୍ଦ୍ର ମୋହନ ରାଉତ ଉରୁ ମିଳା ଲେଙ୍କା,ସବିତା ହାସଦା,ବିଜୟା ବାରିକ,ମମ୍ମତା ଟୁଡୁ,ଜମୁନା ମାରର୍ଣ୍ଣି, ପଦ୍ମାବତୀ ଦେହୁରୀ,ସତ୍ୟବାନ ଉପାଧ୍ୟାୟ,କପ୍ତିପଦା ବ୍ଲକ ମହିଳା ସଭାପତି ସମ୍ମିତା ବାରିକ ,ଉଦଳା ବ୍ଲକ ସଭାପତି ଗୋବିନ୍ଦ ନାୟକ,ପୂର୍ବତନ ନଗରପାଳ ସୈାଭାଗ୍ୟ କୁମାର ସାହୁ,ଉପ ନଗରପାଳ ଲିଲି ଭୋଳ,ଜିଲ୍ଲାପରିଷଦ ସଦସ୍ୟ ଲଳିତା ବିଶୋଇ,ଶୁଶାନ୍ତି ସିଙ୍ଗି,ଅମୀୟ ବଳ,ପ୍ରଦୀପ ପରିଡା (ମିଲୁ),ଦଳୀୟ ସରପଞ୍ଚ ଓ ସମିତି ସଦସ୍ୟ,କାଉନସିଲର ସଦସ୍ୟ ସଦସ୍ୟା ଉପସ୍ଥିତ ରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ତୁଳସି କଲ୍ୟାଣି ମଣ୍ଡପ ରେ ସକାଳ ୧୦ ଘଟିକା ରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ବହୁ ବକ୍ତା ବିଜୁ ବାଵୁ ଙ୍କ ଐତିହାସିକ ପଦକ୍ଷେପ ମହିଳା ମାଙ୍କୁ ରାଜନୀତି ରେ ସ୍ଥାନ ସଗ୍ରକ୍ଷଣ ,୧୩ଜିଲ୍ଲା ରୁ ୩୦ ଜିଲ୍ଲା ରେ ପରିଣତ, ଗ୍ରାମାଞ୍ଚଳ ରେ ମହାବିଦ୍ୟାଳୟ ଗଢିତୋଳିବା,ପଞ୍ଚାୟତ ରାଜ ର ତ୍ରୀସ୍ତରୀୟ ବ୍ୟବସ୍ଥା ପ୍ରଚଳନ କରି ଥିଲେ ।ପରିତାପ ର ବିଷୟ ବର୍ତ୍ତମାନ ର ମୋହନ ସରକାର ଆଜିର ଦିନ ବିଜୁ ବାବୁ ଜନ୍ମ ଦିନ ରେ ଦୀର୍ଘ ୩୦ ବର୍ଷ ଧରି ପାଳିତ ହେଉଥିବା ପଞ୍ଚାୟତ ରାଜ ଦିବସ କୁ ସ୍ଥଗିତ କରିଛନ୍ତି । ଏହାକୁ ନେଇ ଆସନ୍ତାକାଲି ବି ଜ ଦ ଦଳ ତରଫ ରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯିବାର ସୂଚନା ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନେ�
