ବସ୍ତା ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ର ଶକ୍ତି ପ୍ରଦର୍ଶନ
ବସ୍ତା (ଗାନ୍ଧିଛକ )ବସ୍ତା ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାହୁ ଙ୍କ ବାସଭବନରେ ଆଜି ଅପରାହ୍ନ ପଞ୍ଚାଘାଟିକା ସମୟ ରେ ନିର୍ବାଚନ ମଣ୍ଡଳୀ ସ୍ତରୀଅ କର୍ମୀ ବୈଠକ ଅନୁଷ୍ଠିତ ହାଇଥିଲା. ଏହି ବୈଠକ ରେ ବାଲେଶ୍ୱର ଜିଲ୍ଲା ବିଜୁ ଜନତା ଦଳ ର ସଭାପତିତଥା ପୂର୍ଵତନ ମନ୍ତ୍ରୀ ଜ୍ୟାତିପ୍ରକାଶ ପାଣିଗ୍ରାହୀ. ବିଜୁ ଜନତା ଦଳ ର କର୍ମୀ ମାନଙ୍କୁ ଏହି ଆହ୍ୱାନ ଦେଇଥିଲେଯେ ବସ୍ତା ନିର୍ବାଚନ ମଣ୍ଡଳୀ ଓଡିଶା ର ଏକ ଗୁରୁତ୍ୱପୁର୍ଣ ନିର୍ବାଚନ ମଣ୍ଡଳୀ ଏହି ନିର୍ବାଚନ ମଣ୍ଡଳୀ 1990ମସିହା ପାଖରୁବିଜୁ ଜନତା ଦଳ ବିଧାୟକ ଓ ବିଧାୟିକା ମାନେ ଶଙ୍ଖ ଚି଼ହ୍ନ ଆଠ ଥର ନିର୍ବାଚିତ ଆପଣ ମାନେ କରାଇଛନ୍ତି. ଆଜି ମଧ୍ୟ ବସ୍ତା ବିଜୁ ଜନତା ଦଳ ସଂଘଠିତ ଅଛି। ଏ ଦଳ ବିଶ୍ୱାସ ଘାତ ନେତାଙ୍କ ବିଶ୍ୱାସ କରେନାହିଁ। ବସ୍ତା ର ପୂର୍ବତନ ବିଧାୟକଙ୍କନିତ୍ୟାନନ୍ଦ ସାହୁ ନେତୃତ୍ୱ ରେ ଦଳ କିଭଳି ଆଗକୁ ଯିବ ସିଏ ବକ୍ତବ୍ୟ ପ୍ରକାଶ କରିଥିଲେ। ଏବଂ କର୍ମୀ ବୈଠକ ରେ ରେମୁଣା ର ପୂର୍ବତନ ବିଧାୟକ ସୁଧାଂଶୁ ପରିଡା. ନୀଳଗିରି ର ପୂର୍ବତନ ବିଧାୟକ ସୁକାନ୍ତ ନାୟକ. 14ନମ୍ବର ଜୋନ ର ଜିଲ୍ଲା ପରିଷଦ ବିଷ୍ନୁପ୍ରିୟ ବୁଗୁଡ଼ିଏବଂ ସାଂସଦ ପ୍ରାର୍ଥନି ଲେଖାଶ୍ରୀ ସମନ୍ତସିଂହର. ସଦର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ସ୍ୱରୂପ ଦାସ. ଏବଂ ପୂର୍ବତନ ମନ୍ତ୍ରୀ ତଥା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ର ବିଧାୟକ ଅଶ୍ୱିନୀ ପାତ୍ର ମହୋଦୟ ଏବଂ ବସ୍ତା ନିର୍ବାଚନ ମଣ୍ଡଳୀ ବରିଷ୍ଠ ନେତା ମହାଦେବ ଦାସ.ଦେବେନ୍ଦ୍ର ବେହେରା ପୂର୍ବତନ ଯୁବ ସଭାପତି. ପୂର୍ଣଚନ୍ଦ୍ର ଜେନା.ଏବଂ ବାଲିଆପାଳ ବ୍ଲକ ର ବରିଷ୍ଠ ନେତା ଭଗବାନ ଗିରି. ଶରତ ପ୍ରଧାନ. ସୁଶାନ୍ତ ଗିରି. ପ୍ରମୁଖ ଉପସ୍ଥିତ ଥିଲେ
