ରଘୁନାଥପୁର ଠାରେ ବିଜୁ ଜୟନ୍ତୀ ପାଳିତ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଅବସରରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ରେ ବିଜୁ ଜନତା ଦଳ ପକ୍ଷରୁ ସାଧାରଣ ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ରଘୁନାଥପୁର ବିଜେଡ଼ି ବ୍ଲକ ଉପାଧ୍ଯକ୍ଷ ଦେବାଶିଷ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାଧାରଣ ସଭାରେ ତିର୍ତ୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ ଏବଂ ରଘୁନାଥପୁର ବ୍ଲକ ର ସମସ୍ତ ସଭ୍ଯ,ଜିଲାପରିଷଦ,ସରପଞ୍ଚ ପ୍ରମୁଖ ଯୋଗ ଦେଇ ବିଜୁ ବାବୁଙ୍କ ଓଡିଶା ପ୍ରତି ଅବଦାନ ଓ ପଞ୍ଚାୟତିରାଜ ବ୍ୟବସ୍ଥା ବାବଦରେ ଆଲୋକପାତ କରିଥିଲେ ।ଆଜି ରାଜ୍ୟ ସରକାର ବିଜୁ ଜୟନ୍ତୀରେ ପଞ୍ଚାୟତରାଜ ଦିବସ ପାଳନକୁ ବନ୍ଦ କରିବା ଏକ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ବିଜେଡି ନେତା ।

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *