ଟ୍ରକ୍କ ପଛକୁ ଧକ୍କା ହୋଇ ବାଇକ୍ ଚାଳକ ଗୁରୁତର ।

Date -23/10/25Place- ସୋରଡ଼lAnchor – ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସ୍ମାର୍ଟ ପାର୍କ ନିକଟ ରେ ଟ୍ରକ୍ ପଛକୁ ଧକ୍କା ଦେଇ ବାଇକ୍ ଚାଳକ ଗୁରୁତର । ଗୁରୁତର ଜଣକ ହେଲେ ଜଗଦୀଶ ପ୍ରଧାନ । ସୂଚନା ମୁତାବକ ଜଗଦୀଶ ବାଇକ୍ ଯୋଗେ ସୋରଡ଼ା ଅଭିମୁଖେ ଆସୁଥିବା ବେଳେ ରାସ୍ତା ପାର୍ଶ୍ବରେ ଥିବା ଏକ ଟ୍ରକ୍ କୁ ପଛ ପଟୁ ଧକ୍କା ଦେଇଥିଲା।

ସ୍ଥାନୀୟ ଲୋକ ଏକ କାର ଯୋଗେ ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ କିନ୍ତୁ ଜଗଦୀଶ ଙ୍କ ମୁଣ୍ଡକୁ ଯୋଗ ଆଘାତ ହୋଇଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ଦେଇ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *