ଶତାଧିକ ସମର୍ଥକଙ୍କ ସହ ବିଜେଡ଼ିରେ ସାମିଲ

= ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ରାନ୍ଦିଆ ପଞ୍ଚାୟତ ର ସ୍ବାଧୀନ ପ୍ରାର୍ଥୀନୀ ସରପଞ୍ଚ ସ୍ବପ୍ନା ରାଣୀ ରାଉତରାୟ ଙ୍କ ଶହ ଶହ ବିଜୁ ଜନତାଦଳ ର କର୍ମୀ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସରପଞ୍ଚ ଙ୍କ ସ୍ବାମୀ ପିଣ୍ଟୁ ମହାପାତ୍ର ଓ ପିଣ୍ଟୁ ମିଶ୍ର ଯୋଗଦେଇ ଥିଲେ ସରପଞ୍ଚ ସ୍ବପ୍ନା ରାଣୀ ରାଉତରାୟ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠା କୁ ଟାଣ କରି ୬ ଷ୍ଠ ଥର ପାଇଁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଭୋଟ ଦେଇ ଜୟ ଯୁକ୍ତ କରାଇବେ। ସଭାପତିତ୍ବ କରିଥିଲେ ପୁରୁଖା ନେତା ତଥା ଭଦ୍ରକ ର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ଏବଂ ବ୍ଲକ ଚେୟାରମ୍ୟାନ ଉର୍ମିଳା ନାୟକ ,ଭଦ୍ରକ ମ୍ୟୁନିସପାଲଟିର ର ଚେୟାର ପର୍ସନ ଗୁଲମୁଖୀ ହବିବ, ମୁକ୍ତି କାନ୍ତ ମଣ୍ଡଳ, ବହୁ ସଦସ୍ଯ ଉପସ୍ଥିତ ରହି ମିଶ୍ରଣ ପର୍ବ ରେ ସ୍ବାଗତ ବକ୍ତବ୍ଯ ରଖିଥିଲେ

Leave a Reply

Your email address will not be published. Required fields are marked *