ବିଜେଡି ପ୍ରାର୍ଥି ଙ୍କ ପ୍ରାର୍ଥିପତ୍ର ଦାଖଲ
ବିଜେଡି ପ୍ରାର୍ଥି ଙ୍କ ପ୍ରାର୍ଥିପତ୍ର ଦାଖଲ ।ବିଜେଡି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଓ ଜଗତସିଂହପୁର ସାଂସଦ ଡା ରାଜଶ୍ରୀ ମଲିକ ନାମାଙ୍କନ ଦାଖଲ କରିବା ପୂର୍ବରୁ ଝଙ୍କଡ଼ ରେ ମା ସାରଳା ଙ୍କୁ ଦର୍ଶନ କରି ଆଶ୍ରିବାଦ ଭିକ୍ଷା କରିଥିଲେ।ଦଳୀୟକର୍ମି ଙ୍କ ସହିତ ବେଢ଼ା ପରିକ୍ରମା କରିବା ସମୟରେ ସେବାୟତମାନେ ମା ଙ୍କ ଚନ୍ଦନ ସିନ୍ଦୂର ଓ ଉତ୍ତରୀୟ ପ୍ରଦାନ କରି ଶୁଭକାମନା ଜଣାଇ ଥିଲେ।

ଉଭୟ ପ୍ରାର୍ଥୀ ଖୋଲା ଜିପ୍ ରେ ବସି ମନ୍ଦିରରୁ ବିଶାଳ ମଟର ସାଇକଲର ଶୋଭାଯାତ୍ରା ବାହାରି ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସ ରେ ପହଞ୍ଚି ଥିଲେ। ପ୍ରାର୍ଥୀପତ୍ର ନିର୍ବାଚନ ମଣ୍ଡଳୀର ରିତର୍ଣିଂ ଅଫିସର ଜିଲ୍ଲାପାଳ ଅନୁପମ ଶାହା ଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।
